Odia News Portal
Yearly Archives

2023

ବର୍ଷା:୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି । ଉତ୍ତର-ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ ଏହା କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଲଗାଣିଆ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ

ମଣିପୁର ପୋଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ମଣିପୁର ହିଂସା ମାମଲାରେ ରାଜ୍ୟ ପୋଲିସ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ହିଂସା ରୋକିବାରେ ମଣିପୁର ପୋଲିସର ବିଫଳତା ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କଡ଼ା ଟିପ୍ପଣୀ କରିଛନ୍ତି । ସ୍ଥିତି ରାଜ୍ୟ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା

ବଜ୍ରପାତରେ ଯୁବତୀ ମୃତ

ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବିଲେଇସରଡ଼ା ଗାଁରେ ବଜ୍ରପାତରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୀତା ଷାଣ୍ଢ (୨୭)। ଦିନ ପ୍ରାୟ ୧୧ଟା ବେଳେ ରୀତା ଗାଁ ନିକଟସ୍ଥ ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲି

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ

ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ପୁଲିସ ଅଫିସରଙ୍କ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାୟ। ଏହି ମାମଲାରେ ପୂର୍ଵତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।

ସଂସଦରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି

ଆଜି ‘ସମ୍ବଲପୁରୀ ଦିନ୍’ ଉତ୍ସବମୁଖର ପଶ୍ଚିମ ଓଡିଶା

ପଶ୍ଚିମ ଓଡିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଅଗଷ୍ଟ ୧ ତାରିଖରେ ପଳିତ ହୁଏ ଏହି ଦିନ । ସେଥି ପାଇଁ ଉତ୍ସବମୁଖର ସାରା ସହର । ଅଗଷ୍ଟ ୧ତାରିଖରେ କୋଶଳୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ।

ହରିୟାଣା ହିଂସାରେ ମୃତ୍ୟୁସଂଖ୍ୟା ଚାରିକୁ ବୃଦ୍ଧି

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଶୋଭାଯାତ୍ରା ବେଳେ ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ରାଜ୍ୟର ଅନ୍ୟ ୪ ଜିଲ୍ଲାକୁ ବ୍ୟାପିଛି । ହିଂସାରେ ଏପର୍ଯ୍ୟନ୍ତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନୁହ ଜିଲ୍ଲାର ମେୱାଟ ସହର ସହ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ

ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ରେ ହେବ ଆଲୋଚନା, ୧୦ରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ସଂସଦର ଚଳିତ ମୌସୁମୀ ଅଧିବେଶନରେ ମଣିପୁର ହିଂସା ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ସ୍ଥିର କରାଯାଇଛି। ଅଗଷ୍ଟ ୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ବିତର୍କ ଉପରେ ନିଜ ଜବାବ ରଖିବେ।

ସିବିଆଇ ତଦନ୍ତ ହେଉ: ଓଏସଏସଏସି ପରୀକ୍ଷାର୍ଥୀ

ଓଏସଏସଏସି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ତାତିଲେ ପରୀକ୍ଷାର୍ଥୀ। କାଯ୍ର୍ୟାାଳୟ ଘେରିବା ସହ ଓଏସଏସଏସ ଅଧ୍ୟକ୍ଷଙ୍କ ବିରୋଧରେ ବର୍ଷିଲେ। ଅଧ୍ୟକ୍ଷଙ୍କ ଉପରେ ଭରସା ନାହó ଆଉ କି ପ୍ରକାରର କାଯ୍ର୍ୟାନୁଷ୍ଠାନ ହୋଇଛି ବୋଲି ପଚାରିଲେ ପରୀକ୍ଷାର୍ଥୀ। ସମଗ୍ର ଘଟଣାର ସିବିଆଇ ତଦନ୍ତ ହେବା ଦରକାର

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ମିଳିଲା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଛି। ଏହାଛଡ଼ା ପୀଡ଼ିତଙ୍କ ୧୬୪ ବୟାନ ରେକର୍ଡ ହେବ।ସୂଚନାଯୋଗ୍ୟ, ସୌରିନ ଭଟ୍ଟ ଜାମିନ ଲୋଡି