ନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ମୃତ
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଉପରସାଜା ନିକଟରେ ବଡ଼ ଧରଣର ଅଘଟଣ ଘଟିଛି । ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୫ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବାବେଳେ ଘଟଣାସ୍ଥଳରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ!-->…