ବନକଲାଗି ନୀତି ବିବାଦ : ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ
ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ । ପରବର୍ତ୍ତୀ ପରିଚାଳନା ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବାର ବିବାଦକୁ ନେଇ ନିଷ୍କର୍ସ ବାହାରି ପାରି ନାହିଁ । ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଛି ।!-->…