ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
୨୪ତମ କାର୍ଗିଲ୍ ବିଜୟ ଦିବସରେ ଗୋଳାବନ୍ଧର ଆର୍ମି ଏୟାର୍ ଡିଫେନ୍ସ କଲେଜ (ଗୋପାଳପୁର ମିଲିଟାରୀ ଷ୍ଟେସନ୍) ଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେଠାକାର ଯୁଦ୍ଧ ସ୍ମାରକୀ ଠାରେ ସେନାବାହିନୀର ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ବୀର ସୈନିକ, ଗଞ୍ଜାମ ଜିଲ୍ଲା!-->…