ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଲେ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଛନ୍ତି । ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ପରେ ସେ ତାଙ୍କ ଟ୍ବିଟର ବାୟୋରେ ଏପରି ପରିବର୍ତ୍ତନ କରିଛନ୍ତି ।
ବିରୋଧୀ ମେଣ୍ଟ ନାଁ ‘ଇଣ୍ଡିଆ’ ରଖାଯିବା ପରେ ସର୍ମା ଏକ ଟୁଇଟ୍!-->!-->!-->…