ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି
ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ ୮ଟି କୋଠା,୩ଟି ପ୍ଲଟ,୧.୭କୋଟିର ବ୍ୟାଙ୍କ ଜମା ଠାବ ହୋଇଛି । ଆୟଠାରୁ!-->…