ଦଳରୁ ସସପେଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍
ଦଳରୁ ସସପେଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ । କିଛି ନିସ୍ତସ୍ୱାର୍ଥ ବ୍ୟକ୍ତି ଯାହା ପାଦ ତଳେ ମାଟି ନଥାଏ ସେ ଏମିତି କାମ କରନ୍ତି । ନିଜ ଚୌକି ସୁରକ୍ଷିତ କରିବାକୁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି । ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି । ସେ କୁହନ୍ତୁ!-->…