ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀକୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ
ରାଜଧାନୀରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରମାନେ ହେଉଛନ୍ତି ଏ ଦେଶର, ଏ ସମାଜର ଭବିଷ୍ୟତ। ତେଣୁ ଛାତ୍ରମାନଙ୍କୁ କ୍ଷମତା ସଂପନ୍ନ କରିବା ପାଇଁ ଶିକ୍ଷା ଓ ତାଲିମ ଉପରେ!-->…