Odia News Portal
Yearly Archives

2023

ଖୁବ୍‌ଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍‌ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି

ସେତୁ ଯୋଜନାରେ ୧୦ ପଞ୍ଚାୟତ ସାମିଲ

ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି

ଘରେ ପଶି ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା; ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗିରରେ ଜଘନ୍ୟ କାଣ୍ତ । ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା । ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ବଲାଙ୍ଗିର ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଏଭଳି କାଣ୍ତ ଭିଆଇଛି ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ 

ଲାଞ୍ଚ ନେଉଥିଲେ ସହିଦ ନଗର ଥାନା ASI, ମାଡ଼ିବସିଲା ଭିଜିଲାନ୍ସ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି। ମମତା ଏକ  ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ବଦଳିଲେ ଏଏସ୍‌ଆଇ ସହ ଦୁଇ କନଷ୍ଟେବଳ

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜଣେ ଏଏସ୍‌ଆଇ ଓ ଦୁଇଜଣ କନଷ୍ଟେବଳଙ୍କୁ ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସପି। ସେମାନେ ହେଲେ ଏଏସ୍‌ଆଇ ଅନୁପ ଲୁବୁନ ଓ କନଷ୍ଟେବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକ। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି

ସାଇବର ଠକଙ୍କ ନୂଆ ତରିକା: ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି

‘ହାଲୋ… ଆପଣ ମାନସ ରାୟ କହୁଛନ୍ତି କି? ମୁଁ ଫେଡଏକ୍ସ କମ୍ପାନି କଷ୍ଟମର କେୟାରରୁ କହୁଥିଲି। ଆପଣଙ୍କ ନାଁରେ ଏକ ପାର୍ସଲ ଆସିଛି। ପାର୍ସଲରେ କିଛି ନିଶା ଦ୍ରବ୍ୟ ରହିଛି। ମୁମ୍ବାଇ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍ ପେମେଣ୍ଟ

ଏଏସ୍‌ଓ ଶୁଣାଣି ଶେଷ.ରାୟ ସଂରକ୍ଷିତ

ଏଏସ୍‌ଓ ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଓପିଏସ୍‌ସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ । ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ

ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେଣୁ ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୁଲିସ ଏଏସଆଇ

ଡ୍ୟାମରେ ବୁଡି ଛାତ୍ର ନିଖୋଜ

ଗାଧୋଇବା ବେଳେ ଡ୍ୟାମରେ ବୁଡି ଛାତ୍ର ନିଖୋଜ । ନର୍ଲା ଥାନା ଛତିଗୁଡା ନିକଟ ରେଡ୍ ଡ୍ୟାମରେ ବୁଡି ଛାତ୍ର ନିଖୋଜ । ୬ ଜଣ ସାଙ୍ଗ ହୋଇ ଗାଧୋଇବା ବେଳେ ଜଣେ ବୁଡିଗଲେ ।

ଲାଞ୍ଚୁଆ କିରାଣିଙ୍କୁ ଜେଲ୍‌

ବୌଦ୍ଧ ହରଭଟ୍ଟା ବିଇଓ କାର୍ଯ୍ୟାଳୟର ତତ୍କାଳୀନ କିରାଣିଙ୍କୁ ଜେଲ । ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ ସହ ଜରିମାନା ଦାବି କରାଯାଇଛି । ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ତ୍ର କୋର୍ଟ । ୨୦୧୯ରେ ୫ ହଜାର ଟଙ୍କା ନେଇ ଧରାପଡିଥିଲେ ଚତୁର୍ଭୁଜ ।