Odia News Portal
Yearly Archives

2023

ଟ୍ରାକ୍ଟର ମଡାଇ ହତ୍ୟା: ଦୋଷୀକୁ ଆଜୀବନ ଜେଲ୍‌

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ ଦେଲେ ଏଡିଜେ କୋର୍ଟ । ଟ୍ରାକ୍ଟର ମଡାଇ ହତ୍ୟା ମାମଲାରେ ଦୋଷୀ ତ୍ରିଲୋଚନ ସାହୁଙ୍କୁ ସଜ୍ଜା । ୨୦୧୭ ସହର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ଦଣ୍ଡାଦେଶ କରାଯାଇଛି । ଜମି ବିବାଦକୁ ନେଇ ଭୀମସେନ ମଲ୍ଲୀକଙ୍କୁ ହତ୍ୟା କରାଯାଇଥିଲା । ଭୀମସେଙ୍କ ଉପରେ ଟ୍ରାକ୍ଟର ଚଢାଉ

5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର :୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ

ବାହାନଗା ଟ୍ରେନ ଟ୍ରାଜେଡି: ୭ ସସ୍‌ପେଣ୍ଡ୍‌

ବାଲେଶ୍ୱର ବାହାନଗା ଟ୍ରେନ ଟାଜେଡିରେ ୭ଜଣ କର୍ମଚାରୀ ସସ୍‌ପେଣ୍ଡ ହୋଇଥିବା ଜଣାପଡିଛି । ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍‌ପେଣ୍ଡ୍ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନୀଲ କୁମାର ମିଶ୍ରାଙ୍କ ସୂଚନା । ସିବିଅ୍ଧବ ଓ ସିଆରଏସ୍ ଘଟଣାରୁ ତଦନ୍ତ ଜାରି ରହିଛି । ରେଲେୱ ପ୍ରଶାସନ

କେନ୍ଦ୍ର ସରକାର ବିରୋଧର କଂଗ୍ରେସର ମୌନ ସତ୍ୟାଗ୍ରହ

କେନ୍ଦ୍ର ସରକାର ବିରୋଧର କଂଗ୍ରେସର ମୌନ ସତ୍ୟାଗ୍ରହ । କଂଗ୍ରେସ ଭବନ ସମ୍ମୁଖରେ ମୌନ ପ୍ରତିବାଦ କରିଛନ୍ତି ରାଜ୍ୟ କଂଗ୍ରେସ ନେତା । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଏଥିସହ କଂଗ୍ରେସର ଅନେକ ହେଭିୱେଟ ନେତା ମଧ୍ୟ ସାମିଲ

ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ କାଟି ଖାଇଲେ

ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ବିଶ୍ୱାସ ନହେଲେ ବି, ଘଟଣାଟି ସତ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ବିରେଶ୍ୱରପୁର ଗାଁରେ ଏଭଳି ଘଟଣା ଘଟିଛି। ଶବ ମାଂସ ଖାଇଥିବା

କେନ୍ଦ୍ରକୁ ସୁପ୍ରିମ ଝଟକା

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଉ ଏକ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢାଇବାକୁ ସୁ୍ପ୍ରିମକୋର୍ଟ ବେଆଇନ୍ ବୋଲି କହିଛନ୍ତି । ଏଥିସହ ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ଡେଡଲାଇନ ଦେଇଛନ୍ତି । ଇଡିର ନିର୍ଦ୍ଦେଶକ ସଞ୍ଜୟ

ନିର୍ବାଚନ ଆସିଲେ ନୂଆ ଯୋଜନା: କଂଗ୍ରେସ

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ କଂଗ୍ରେସର ସମାଲୋଚନା । ନିର୍ବାଚନ ଆସିଲେ ନୂଆ ଯୋଜନା ଘୋଷଣା ହୁଏ କହିଲେ ପିସିସି ସଭାପତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କହୁଛନ୍ତି,ରତ୍ନଭଣ୍ଡାର କାହିଁକି ଖୋଲୁନାହାନ୍ତି । ବିଜେଡି କର୍ମୀଙ୍କୁ ପୋଷିବାକୁ ଯୋଜନା ହୋଇଛି କହିଲେ ବିଜୟ ପଟ୍ଟନାୟକ ।

ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ

 ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା

ଏଭରେଷ୍ଟ୍‍ ଶୃଙ୍ଗ ନିକଟରୁ ମିଳିଲା ନିଖୋଜ ହେଲିକପ୍ଟରର ଧ୍ୱଂସାବଶେଷ, ସମସ୍ତ ୬ ଯାତ୍ରୀଙ୍କ ମୃତ୍ୟୁ

ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ସମସ୍ତ ୬ ଜଣଙ୍କର ମୃତଦେହ ମିଳିଛି। ମଙ୍ଗଳବାର ସକାଳେ ହେଲିକପ୍ଟର ନିଖୋଜ ହୋଇଥିଲା। ଏହାପରେ ମିଳିଛି ମୃତଦେହ। ନିଖୋଜ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି। ଲିଖୁ ପିକେ ଭିଲେଜ କାଉନସିଲ ନିକଟରୁ ମିଳିଛି ଭଗ୍ନାବଶେଷ। ପାହାଡ଼ ଶିଖରରେ ଏକ ଗଛ ସହ

ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍ ସଂଜୟ ଜାମ୍ବୁରେଠାରୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ଏସ୍ଟିଏଫ୍, ଏଟିଏସ୍ ଓ ଆଇବିର ମିଳିତ ଜେରାରୁ ଜଣାପଡ଼ିଛି ଯେ ସେ ବ୍ୟବହାର କରୁଥିବା ୫ଟି ମୋବାଇଲ୍ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହୋଇଛି।