Odia News Portal
Yearly Archives

2023

ତିନି ଝିଅଙ୍କୁ ହତ୍ୟା କରି ଥାନାରେ ପହଞ୍ଚିଲା ବାପା

 ତିନି ଝିଅଙ୍କୁ ହତ୍ୟା କରି ଥାନାରେ ଫେରାଦ ହେଲା ବାପା। “ମୋ ଝିଅମାନଙ୍କୁ ମୁଁ ହତ୍ୟା କରିଛି, ମୋତେ ଗିରଫ କର” ବୋଲି ଥାନାରେ କହିଛି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫ୍ରାନ୍ସରେ। ହେଲ କେଉଁ କାରଣରୁ ନିଜ ଝିଅମାନଙ୍କୁ ହତ୍ୟା କରିଛନ୍ତି ତା’ର କୌଣସି ସ୍ପଷ୍ଟ ସୂଚନା ମିଳିପାରି

କାର୍ତ୍ତିକ ପୂର୍ଣ୍ଣମୀରେ ଅଘଟଣ, ପୋଖରୀରେ ବୁଡ଼ି ବାଳିକା ମୃତ

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ପଣୁଆ ଗାଁ ପୋଖରୀରେ ବହୁ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। ପୋଖରୀରେ ଭସା ଯାଇଥିବା ଡଙ୍ଗା ଆଣିବାବେଳେ

ପାଣ୍ଡିଆନଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ

ବର୍ତ୍ତମାନ ରାଜ୍ୟରେ ବଡ ରାଜନୈତିକ ହଲଚଲ । ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ । ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି । ଅକ୍ଟୋର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି

ପାଣ୍ଡିଆନଙ୍କୁ ବିଜେଡି ସଦସ୍ୟ ଭାବେ ସ୍ୱାଗତ କଲେ ନବୀନ

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଗତ କିଛି ବର୍ଷ ହେବ ପାଣ୍ଡିଆନ ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ ପାଇଁ କଠୋର ପରିଶ୍ରମ କରିଆସୁଛନ୍ତି। ବିଜେଡି ସଦସ୍ୟ ଭାବେ ଆଗକୁ ମଧ୍ୟ ସେ ଏଭଳି

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ଭି.କେ.ପାଣ୍ଡିଆନ୍

ଶେଷରେ ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର

ଶ୍ରୀକ୍ଷେତ୍ରର ଏବେ ପଞ୍ଚୁକ ହେତୁ ପ୍ରବଳ ଗହଳି ଲାଗିରହିଛି

ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଚି ସମୀକ୍ଷା କରିଛନ୍ତି।ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା8 ରହିଥିବାରୁ ଭକ୍ତଂକ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କରୁଛନ୍ତି ପୋଲିସ ଆଇଜି। ପୁରୀ ଏସ୍ପି

ସୋଆ ସାହିତ୍ୟ ମହାକୁମ୍ଭର ଆଜି ଉଦ୍‌ଯାପନୀ ଉତ୍ସବ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରାଚୀନ ଦ୍ୱାରା ତିନିଦିନବ୍ୟାପୀ ଆୟୋଜିତ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ ରବିବାର ଉଦ୍‌ଯାପିତ ହେବ । ଏହି ଉଦ୍‌ଯାପନୀ ଉତ୍ସବରେ କଳା ଓ ସାହିତ୍ୟ ସହିତ ସମ୍ପୃକ୍ତ ଓଡ଼ିଶାର ୧୧ ଜଣ ବିଶିଷ୍ଟ ସାହିତ୍ୟ ମହାରଥୀଙ୍କୁ ‘ସୋଆ ସାହିତ୍ୟ

ସୋଆ ସାହିତ୍ୟ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି ।

ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ । ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ମଧ୍ୟ କୁହାଯାଏ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଶ୍ରୀଜୀଉମାନଙ୍କ ଅବକାଶ ନୀତି

ଘଣ୍ଟାଏ ମଧ୍ୟରେ ମନ୍ଦିର ଖୋଲ : ଉପଜିଲ୍ଲାପାଳ

 ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ । ଘଣ୍ଟାଏ ଭିତରେ ମନ୍ଦିର ଦ୍ଵାର ନ ଖୋଲାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦ୍ଦେଶ ଦେବା ସହ ମନ୍ଦିରରେ ନୋଟିସ୍