ଟ୍ରେନ ଟ୍ରାଜେଡି: ୩ ଜଣଙ୍କୁ କୋର୍ଟ ଚାଲାଣ
ବାହାନଗା ଟ୍ରେନ ଦୁର୍ଘଟଣା ମାମଲା । କୋର୍ଟ ଚାଲାଣ ହେଲେ ୩ ଜଣ ଅଭିଯୁକ୍ତ । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କ କୋର୍ଟକୁ ନିଆଗଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ, ସିଗିନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହନ୍ତ, ସେକ୍ସନ୍!-->…