ଗେଷ୍ଟ ହାଉସ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୁରୁଷ ବନ୍ଧୁ ଫେରାର
ଜଟଣୀ ଥାନା ଅନ୍ତର୍ଗତ ସୀତାରାମ ଛକ ସ୍ଥିତ କାହ୍ନା ଗେଷ୍ଟ ହାଉସ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବତୀ ହେଲେ ରଶ୍ମିତା ଜେନା। ତେବେ ଗତକାଲି ଅପରାହ୍ନରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସ୍ମୃତିରଞ୍ଜନ ଜେନା ହୋଟେଲ ବୁକ୍ କରି ରହିଥିଲେ। ରାତି ୧୦ଟା ସମୟରେ!-->…