Odia News Portal
Yearly Archives

2023

ହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ରତ୍ନଭଣ୍ଡାର ଖୋଲିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି । ରିତନଭଣତଡାର ଖୋଲିବା,ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରାଯାଇଛି । ୧୯୮୭ରେ ଯେପରୀ ଗଣତି ହୋଇଥିଲା ସେପରୀ କରିବାକୁ ଆବେଦନ । ଉଚ୍ଚସ୍ତରୀୟ

ଆଜି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ । ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଆଉ ୨୯ ମୃତଦେହ ଚିହ୍ନଟ 

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ଡିଏନ୍‌ଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି। ସକାଳୁ ମୃତକଙ୍କ

ଗଛରେ ପିଟି ହେଲା କାର୍, ୩ ମୃତ

ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଗଛରେ ପିଟିହେଲା କାର୍‌। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।  ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ

ତାମିଲନାଡୁ: ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶ ସ୍ଥଗିତ ରଖିଲେ ରାଜ୍ୟପାଳ

ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି ରାଜ୍ୟ କ୍ୟାବିନେଟରୁ ମନ୍ତ୍ରୀ ଭି.ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର ଆଦେଶକୁ ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜଣାଇ ଦିଆଯାଇଛି । ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ରାଜ୍ୟପାଳ କହିଛନ୍ତି ଯେ ସେ

ଗୁଜରାଟରେ ପାଚେରି ଭୁଶୁଡ଼ି ୪ ଶିଶୁ ମୃତ, ୬ ଆହତ

ଗୁଜରାଟର ପଞ୍ଚମହଲ ଜିଲ୍ଲାର ହଲୋଲସ୍ଥିତ ଜିଆଇଡିସି କମ୍ପାନୀର ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ପରିବାରର ଦୁଇ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ବୟସ ୨ରୁ ୫ ବର୍ଷ ମଧ୍ୟରେ ।

ସଂସଦୀୟ ଗଣତନ୍ତ୍ର ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ସଂସଦ ହେଉଛି ଗଣତନ୍ତ୍ରର ଆଧାର ଶିଳା । ସଂସଦରେ ପ୍ରତିଫଳିତ ହୁଏ ଜନତାଙ୍କ ସ୍ୱର। ଆନ୍ତର୍ଜାତିକ ସଂସଦ ପଦ୍ଧତି ଦିବସ ଅବସରରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶା ଓ ଆଂକାକ୍ଷା ପୂରଣ ପାଇଁ ସଂସଦୀୟ ଗଣତନ୍ତ୍ର ପଦ୍ଧତିକୁ ସୁଦୃଢ କରିବା ନିମନ୍ତେ

ରତ୍ନଭଣ୍ଡାର ଖୋଲନ୍ତୁ ସରକାର: ଜଗୁନି

ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲିବା ଦରକାର କହିଲେ ଜଗୁନି । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ମନ୍ତବ୍ୟ । ରତ୍ନଭଣ୍ଡାରରେ ପାଣି ଗଳୁଛି,ଜିନିଷ ନଷ୍ଟ ହେଉଛି,ନିହାତି ଖୋଲାଯାଉ । ଭଣ୍ଡାର ଘରେ ଯେମିତି ପାଣି ଗଳୁଛି ଦିନେ ଏହା ଭୁସୁଡି ପଡିବ । ରାଜ୍ୟ ସରକାର

ଦକ୍ଷତା ବିକାଶ ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗ୍‌ଚି

 ଓଡିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗ୍‌ଚି । ପଦ ଛାଡିବା ନେଇ ଟୁଟ ଯୋଗେ ସୁବ୍ରତ ବାଗ୍‌ଚିଙ୍କ ସୂଚନା । ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡୁଥିବା ଜଣାଇଲେ ସୁବ୍ରତ । ବିଶ୍ୱାସକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ । ଓଡିଶା ଦକ୍ଷତା ବିକାଶ