ବିଜେଡିର ଅନ୍ୟ ନାଁ ବିକାଶ : ଦେବୀ ମିଶ୍ର
ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ଯ୍ୟକ୍ରମ କରନ୍ତି ।!-->…