ନୂଆ କ୍ୟାବିନେଟରେ ଶପଥ ନେଲେ ୭ ମହିଳା ମନ୍ତ୍ରୀ
ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ସେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ମୋଦିଙ୍କ ନୂଆ କ୍ୟାବିନେଟରେ ଶପଥ ନେଇଛନ୍ତି ଏନଡିଏ ସରକାରର ୭୧ ମନ୍ତ୍ରୀ!-->…
