ଅଶ୍ୱିନୀ ଓ ଜୁଏଲ ହେବେ ମନ୍ତ୍ରୀ, ପାଇଛନ୍ତି ଫୋନ୍ କଲ୍
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ। ଏନ୍ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ଆଜି ଶପଥ!-->…
