ଶ୍ରୀମନ୍ଦିର ବାହାରୁ ହଠାତ୍ ଲାଇଟ ଖୋଲିନେଲା କମ୍ପାନୀ; ତଦନ୍ତ ନିର୍ଦ୍ଦେଶ
୩ ଦିନ ତଳେ ହଠାତ୍ ପୁରୀ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲି ନେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ!-->!-->!-->…
