‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’: ହିମନ୍ତ
କବିସୂର୍ଯ୍ୟନଗରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ବିଜେପି ପ୍ରଚାର ସଭାରେ ଓଡ଼ିଆରୁ ଭାଷଣ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ବିଜେଡି ଓ ପାଣ୍ଡିଆନ୍ଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗଠାରୁ ଆରମ୍ଭ କରି ରାସନ!-->…
