କ୍ୟାପିଟାଲ୍ ହସ୍ପିଟାଲ୍ ପରିଚାଳନାରେ କ୍ୟୁଏସ୍ କମ୍ପାନୀର ଚଞ୍ଚକତା
କ୍ୟାପିଟାଲ୍ ହସ୍ପିଟାଲ ପରିଚାଳନା ଦାୟିତ୍ୱରେ ଥିବା 'କ୍ୟୁଏସ୍' କମ୍ପାନିର ମନମାନି ଓ ଚଞ୍ଚକତାକୁ ନେଇ 'ପ୍ରମେୟ'ରେ ଖବର ପ୍ରକାଶ ପାଇଥିଲା । ଏହାପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ କମ୍ପାନୀର ୩ ବରିଷ୍ଠ ଅଧିକାରୀଙ୍କୁ ଡାକି ଟେଣ୍ଡର ସର୍ତ୍ତରେ ଖିଲାପ କରିଥିବାରୁ ସେମାନଙ୍କଠାରୁ କୈଫିୟତ୍ ତଲବ!-->…
