ବଡ଼ମ୍ୱା-ନରସିଂହପୁରର ବିକାଶ ହେବ, ପାଣି ସମସ୍ୟା ଦୂର ହେବ : ଭି.କେ ପାଣ୍ଡିଆନ
ବଡ଼ମ୍ୱାରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରଚାର। ବିଜେଡି ପାଇଁ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍। ଏହି ସମୟରେ ବିରୋଧୀ ଦଳକୁ ଟାର୍ଗେଟ୍ କଲେ ପାଣ୍ଡିଆନ୍. ସେ କହିଛନ୍ତି ଯେ, ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ!-->…
