Odia News Portal
Yearly Archives

2024

୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ

ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ

ବିଧାନସଭାରେ ଦୁଇ କଂଗ୍ରେସ ବିଧାୟକ କଥା କଟାକଟି

ପଦାରେ ପଡିଲା କଂଗ୍ରେସ କନ୍ଦଳ। ପ୍ରଶ୍ନକାଳରେ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ କଥା କଟାକଟି। କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଏବଂ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଦେଖି ତାରାପ୍ରସାଦ ବାହିନୀପତି ଏବଂ ପବିତ୍ର ସଉଁତା ହସ୍ତକ୍ଷେପ

2ଟି ସେଟରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର

ନାମାଙ୍କନ ଭରିଲେ ସୁଜିତ କୁମାର । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୁଜିତ କୁମାର ଦାଖଲ କରିଛନ୍ତି ନାମାଙ୍କନ ପତ୍ର । 2ଟି ସେଟରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ସୁଜିତଙ୍କ ପାଇଁ 30 ଜଣ ପ୍ରସ୍ତାବକ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ

ଇଲେଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ଚାରୋଟି ଗାଡି 

ଇଲେଟ୍ରିକ ଗାଡିରୁ ନିଆଁ ଲାଗି ଜଳିଗଲା ଚାରୋଟି ଗାଡି । ସୁନ୍ଦରଗଡ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛିା ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ୍ତ କରିଛନ୍ତି ।ସୂଚନାନୁସାର ସୁନ୍ଦରଗଡ ମହାବିଦ୍ୟାଳୟ ନିକଟରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଇଲେଟ୍ରିକ ସ୍କୁଟି ଚାର୍ଜ ବସାଇଥବା ସମୟରେ

ବିଧାନସଭା ରେ ଉଠିଲା ଏମବିକେ ଏବଂ ସିଆରପି ପ୍ରସଙ୍ଗ

ବିଧାନସଭା ଗୃହରେ ଉଠିଲା ଏମବିକେ, ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ପ୍ରସଙ୍ଗ । ପିଏମଜି ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଛି l ଗୃହରେ ଏମବିକେ, ସିଆରପିଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲା ବିଜେଡ଼ି l ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା

ଝାମ୍ପିନେଲ ଅଧାକେଜି ସୁନା

ଝାମ୍ପିନେଲେ ଅଧ୍ୟାକେଜି ସୁନା l ରାୟଗଡା ସହର ର ଆମ୍ବଡଳା ନିକଟରେ ଏକ ବଡ ଧରଣର ଲୂଟ ହୋଇଛି l ଏଠାରେ ଏକ ସୁନା ଦୋକାନୀ ଦୋକାନ ଖୋଲୁରହିବା ସାନୟରେ ଦୁଇ ଜଣ ଦୁର୍ବୁତ୍ତ ଆସି ଏକ ସୁନା ବ୍ୟାଗ ତାଙ୍କ ହାତରୁ ଝାମ୍ପି ନେଇ ପଳାଇଥିଲେ l ଏଥିରେ ଅଧକେଜିର ସୁନା ଥିଲା ବୋଲି ଦୋକlନି ଜଣକ ପୋଲିସ

ରାଜ୍ୟରେ ୨୯୫ ଫାଣ୍ଡି: ଆଇନ ମନ୍ତ୍ରୀ

ରାଜ୍ୟରେ ୬୮୫ ଟି ଥାନା ଓ ୧୩୯ ବିଟ ହାଉସ ରହିଛି ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଆଜି ବିଧାନସଭା ରେ ସୂଚନା ଦେଇଛନ୍ତି l ଏ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ୬୮୫ ମଧ୍ୟରୁ ୨୯୫ ଫାଣ୍ଡି ସେଥିରୁ ୧୨୨ ଟି ଫାଣ୍ଡି ସହରାଞ୍ଚଳ ରେ ରହିଛି l ନୂଆ

ସବୁ ଜିଲ୍ଲାରେ ମେଡିକାଲ କଲେଜ ସହ ଡାକ୍ତର ନିଯୁକ୍ତି :ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟର ୩୦ ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠ।। କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସବିଧାନସଭାରେ ଘୋଷଣା କରିଛନ୍ତି । ଏ ସଂପର୍କରେ ଏକ ପ୍ରଶ୍ନ ର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ମେଡିକାଲ କଲେଜ ଗୁଡିକ ପାଇଁ ୫୦୦୦ ଡାକ୍ତରଙ୍କୁ

ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ! ଆଜି ଭରିବେ ନାମାଙ୍କନ

ବିଜେପି ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିବାବେଳେ ଦଳ ସୁଜିତଙ୍କୁ ରାଜ୍ୟ ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ଜଣାଯାଇଛି। ଆଜି ସୁଜିତ କୁମାର ବିଧାନସଭାରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା

ଡ୍ରେନ୍‌ରେ ଚାପି ହୋଇଗଲେ ୩ ଶ୍ରମିକ

ରାଜ୍ୟରେ ମୁକୁଳା ଡ୍ରେନ୍‌ ଓ ନିର୍ମାଣାଧୀନ ଡ୍ରେନ୍‌ ଯୋଗୁଁ ଅନେକଙ୍କ ଜୀବନ ଯାଉଛି। ପ୍ରତିକାର ପାଇଁ ସରକାର ଓ ପ୍ରଶାସନର ତତ୍ପରତା ପ୍ରକାଶ ପାଉନାହିଁ। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନର ନିଦ ଖୋଲୁନାହିଁ। କେତେବେଳେ ଲୋକେ ଟ୍ରେନରେ ପଡି ପ୍ରାଣ ହରାଉଛନ୍ତି ତ ଆଉ କେତେବେଳେ