Odia News Portal
Yearly Archives

2024

ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା: ରାଷ୍ଟ୍ରପତି

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ। ଚଳିତ ଦଶନ୍ଧିରେ ଆମର ଏହି ପ୍ରାଚୀନ ଶିକ୍ଷା ପଦ୍ଧତିକୁ

ରାଜ୍ୟରେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହେଇନାହିଁ: ମନ୍ତ୍ରୀ

ରାଜ୍ୟରେ ପିଆଜ ଦର ଆକାଶଛୁଆଁ । ଏନେଇ ଖାଉଟି ଚିନ୍ତାରେ। ହେଲେ ରାଜ୍ୟ ବିଧାନସଭାରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ସରକାର ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଛି । ରାଜ୍ୟରେ ଲୋକଙ୍କ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି, ହେଲେ ତା ସତ୍ତ୍ୱେ ବି ପିଆଜ ଦର ବଜାରରେ ୭୦ ଉପରେ ବିକ୍ରି

ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଚାଲି ଚାଲି ଯାଇ ଶ୍ରୀଜିଉଙ୍କ ଆର୍ଶୀବାଦ

ବଦ୍ରି ଙ୍କ ବିସ୍ପୋରକ ବୟାନ

ରାଜ୍ୟରେ ପାନୀୟ ଜଳ ସମସ୍ୟା ସମ୍ପର୍କ ରେ ଆଜି ବିଧାନସଭା ରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ର ବରିଷ୍ଟ ବିଧାୟକ ବଦ୍ରିନାରାୟଣ ପାତ୍ର ଏକ ବିସ୍ପୋରକ ମନ୍ତବ୍ୟ ଦେଇଛନ୍ତି l ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି। ୫ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି। ସେଠାରୁ ସେ ସିଧାସଳଖ ନୀଳାଦ୍ରି ବିହାରରେ ପହଞ୍ଚିଛନ୍ତି।

ବିଜେଡି ବିଧାୟକ ହାରିବାର କାରଣ କହିଲେ ବଦ୍ରି

ଗୃହରେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ। ପାନୀୟଜଳ କଷ୍ଟ ଆକ୍ରୋଶ ଶିକାର ହୋଇ ନିର୍ବାଚନ ହାରିଛନ୍ତି କିଛି ବିଜେଡି ବିଧାୟକ । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି,  ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ  ।  ନିଜେ ଏହା ଗତ

୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ:ମନ୍ତ୍ରୀ

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ମଙ୍ଗଳବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି

ବିଧାନସଭାରେ ଦାଦନ ଯନ୍ତ୍ରଣା

ଆଜି ବିଧାନସଭାରେ ଦାଦନ ଯନ୍ତ୍ରଣା । ବିଗତ ଦିନରେ ବଢିଛି ଦାଦନ ସମସ୍ୟା l ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ସେହି ସମସ୍ୟା ଏବେ ଗଂଜାମ ଜିଲ୍ଲାରେ ସବାଧିକ ହୋଇଛି । ଦାଦନ ସମସ୍ୟା ପରେ ଏବେ ଏବେ ଗଜାମ ଜିଲ୍ଲାରେ ୪୩ଜଣ ପ୍ରାଣ ହରାଇଛନ୍ତି , ସେହିମଧ୍ୟରୁ ବଲାଙ୍ଗୀରରୁ ୨୬ଜଣ ଦାଦନ

୩ ବର୍ଷରେ ୨୩୩ ଦାଦନଙ୍କ ମୃତ୍ୟୁ

ବାହାର ରାଜ୍ୟକୁ ଯାଇ ଗତ ୩ ବର୍ଷରେ ୨୩୩ ଜଣଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ଗୃହରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଆକାରରେ ଉତ୍ତର ରଖିଛନ୍ତି ।ତାଙ୍କ ସୂଚନା ଅନୁଯାୟୀ ଗଂଜାମରେ ସର୍ବାଧ୍ଚଳ ମୃତ୍ୟୁ ସଂଖ୍ୟା ୪୩ ଥିବାବେଳେ ବଲାଙ୍ଗୀରରେ ମୃତ୍ୟୁ ସଂଖ୍ୟା ୨୬ ରହିଛି । ମୋଟ

ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପାନୀୟ ଜଳ ମନ୍ତ୍ରୀ

ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ। ପୂର୍ବ ସରକାର ସମୟରେ ଠିକାଦାରମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ। ଠିକାଦାରମାନେ ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ। କେବଳ ଘରକୁ