Odia News Portal
Yearly Archives

2024

କୋର୍ଟକୁ ତଥ୍ୟ ଦେବି : ଅର୍ଚ୍ଚନା

 ଇଡି ଅଫିସରୁ ବାହାରିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା । ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି , ଷଡଯନ୍ତ୍ର ଚାଲିଛି । ଯେଉଁ ମାନେ

ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି

ଆସନ୍ତାକାଲି ବରଗଡ ଯିବେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ ସହିତ ଅନ୍ୟ ୫୯ ଗୋଟି ବିଭିନ୍ନ

୧.୫ ଲକ୍ଷର ଗଞ୍ଜେଇ ଜବତ ; ୪ ଗିରଫ

ଗତକାଲି ସଂଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଛାପଡ଼ା ଅଂଚଳର କିଛି ଲୋକ ଏକ କାର୍‌ ରେ ଆସି ବଲାଙ୍ଗିର ରେଳଷ୍ଟେସନ୍‌ ଅଂଚଳରେ ଗଂଜେଇ ଚୋରା ଚାଲାଣ କରୁଥିଲେ । କୌଣସି ମତେ ଏହାର ଖବର ପାଇଥିଲେ ବଲାଙ୍ଗିର ଟାଉନ୍‌ ପୋଲିସ। ଏହି ସୂଚନା ପାଇବା ମାତ୍ରେ ତତ୍‌କ୍ଷଣାତ୍‌ ଇନ୍ସପେକ୍ଟରଙ୍କ

ତୁମୁଡିବନ୍ଧରେ ବିଜେଡି ମହା ମିଶ୍ରଣ ପର୍ବ

ଆଗକୁ ଆସୁଛି ସାଧାରଣ ନିର୍ବାଚନ..ଏଥିପାଇଁ କନ୍ଧମାଳ ଜିଲା ବିଜୁ ଜନତା ଦଳ ତରଫରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ ହୋଇଛି ମିଶ୍ରଣ ପର୍ବ। କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ରେ ବିଜୁ ଜନତା ଦଳ ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଚି । ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ

ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

ପୁଣି ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଆସନ୍ତା ଜୁନ୍‌ ୨୦୨୪ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଗ୍ରିନ୍‌ ଟି

 ସବୁଜ ଚା’(ଗ୍ରିନ୍‌ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରିନ୍‌ ଟି। ଏହା ଲୋକେ ସଉକ ପାଇଁ କମ୍‌, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ

‘ଆମ ହସ୍ପିଟାଲ’ ଲୋକାର୍ପିତ : ୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ,୫ଟି ଉପଖଣ୍ଡ ଡାଏଲେସିସ୍‌ ସେଣ୍ଟର ଉଦ୍‌ଘାଟିତ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଆଇଭିଆରଏସ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର

ସରକାରଙ୍କ ନିଷ୍ପତ୍ତି: ଖୋଲିବ ଆଉ ୧୮ ଡିଗ୍ରୀ କଲେଜ

ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଚଳିତ ଶିକ୍ଷାବର୍ଷଠାରୁ କାର୍ୟ୍ୟକ୍ଷମ ହେବ ଏସବୁ କଲେଜ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ କରିଥିଲେ। ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବଙ୍କ ମୃତ୍ୟୁ

ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର ହୋଇଛି। ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଆନନ୍ଦପୁର ପୌରାଞ୍ଚଳ ୭ନଂ ୱାର୍ଡ଼ର ମୁର୍ତ୍ତି ରାଓ ବୋଲି ଜଣାପଡ଼ିଛି। ମୁର୍ତ୍ତି ଗତ ଶୁକ୍ରବାର ସକାଳୁ ଠାକୁର ପୂଜା ପାଇଁ