Odia News Portal
Yearly Archives

2024

ହଷ୍ଟେଲରୁ IIT ଛାତ୍ରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଉଛନ୍ତି ମହାରାଷ୍ଟ୍ର ନାଶିକର ସଞ୍ଜୟ ନେରକାର (24)। ସେ ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ.ଟେକ୍ ପଢୁଥିଲେ। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ

କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ

ବୌଦ୍ଧ କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତେବେ ପୂର୍ବରୁ ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା । ବସନ୍ତଙ୍କ ବୌଦ୍ଧ ଭଡ଼ାଘର ଓ ଅଫିସ୍ ସମେତ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ୧୦ ଟି

ଆଜି ଓଡିଶା ଆସୁଛନ୍ତି ଗଡ଼କରୀ

ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି।

ଜୀବନ ପାଇଁ ସଂଘର୍ଷ, ଏୟାରଲିଫ୍ଟ ହେଲେ ୨ ଯବାନ

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ଆହତ ଦୁଇ ଯବାନଙ୍କୁ ବଲାଙ୍ଗିର ମେଡିକାଲରୁ ଏୟାରଲିଫ୍ଟ କରାଯାଇଛି । ବଲାଙ୍ଗିରରେ ପ୍ରଥମେ ଉଭୟ ଯବାନଙ୍କ ସିଟି ସ୍କାନ୍‌ କରିବା ପରେ ଦୁଇ ଯବାନଙ୍କୁ ଭୁବନେଶ୍ୱର

ଏସଟିଏଫ ଦ୍ବାରା ବାମରା ବନଖଣ୍ଡ ଅଞ୍ଚଳରୁ ୨ କଲରାପତ୍ରିଆ ବାଘ ଛାଳ ଜବତ, ଜଣେ ଗିରଫ

ଏସଟିଏଫ ଆଜି ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଠିଆନାଳାରୁ ଦୁଇଟି କଲରାପତ୍ରିଆ ବାଘ ଛାଳ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ବାମରା ବନଖଣ୍ଡର କୁଚିଣ୍ଡା- ବଣେଇଗଡ ରାସ୍ତାରେ ବାଘଛାଳ ଚାଲାଣ ହେଉଥିବା ନେଇ ଏସଟିଏଫ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ

ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି

ଆଜି ଆମ ବସଷ୍ଟାଣ୍ଡ ଯୋଜନାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଜି ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ । ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ଯାତ୍ରୀ, ଡ୍ରାଇଭର

ନାମାଙ୍କନପତ୍ର ଭରିଲେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଛନ୍ତି । ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଶ୍ରୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀଭାବେ ନାମାଙ୍କନ ଭରିଛନ୍ତି । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀଭାବେ ସେ ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ବିଜେପି ପକ୍ଷରୁ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ

ଓଲଟିଲା ‘ଚନ୍ଦନ’ ବସ୍‌ ; ୧ ମୃତ, ୧୬ ଆହତ

କଟକ ଗୋପାଳପୁର ଛକରେ ଓଲଟି ପଡିଲା ବସ୍ । ଏନ୍‌ଏଚ ୧୬ରେ ଓଲଟି ପଡିଲା ବସ୍ । ଏଥିରେ ୧ ମୃତ, ୧୬ ଯାତ୍ରୀ ଆହତ ହୋଇଛନ୍ତି । କଟକରୁ ଭୁବନେଶ୍ୱର ଗଲା ବାଟରେ ଓଲଟିଲା ‘ଚନ୍ଦନ’ ବସ୍ । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର ଜାରି । ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ ମେଡିକାଲ