ଆକାଶ ଛୁଆଁ ରସୁଣ ଦର
ରାଉରକେଲାରେ ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୪ଶହ ଟପିଲାଣି । ଏହି ଚଢା ଦରକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଘରେ ରସୁଣ ଚିନ୍ତା । ଆମିଷ ତରକାରୀରେ ରସୁଣ ନହେଲେ ନଚଳେ । ହେଲେ ଏବେ ବଜାରରେ ଯେଉଁ ଦର ବଢିଛି ତାହା ଲୋକଙ୍କ ଚିନ୍ତାକୁ ବଢାଇଛି । ରସୁଣର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟ!-->…
