Odia News Portal
Yearly Archives

2024

ଅସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ

ଜଧାନୀରେ ଆପାର୍ଟମେଣ୍ଟରେ ରହିବା ସଉକ ଏବେ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଆପାର୍ଟମେଣ୍ଟର ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା ଏବଂ ପୋଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଲୁଟେରା । ଗତ ୨ଦିନ ଭିତରେ ତିନି ତିନିଟି ଲୁଟ୍ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ନିଦ ହଜାଇ

ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ:ପାଣ୍ଡିଆନ

ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ।

କଡ଼ା ସୁରକ୍ଷାରେ ସମ୍ବଲପୁର,ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି । ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି

ଜନବସତି ମୁଁହା ହେଉଛନ୍ତି ବନ୍ୟଜନ୍ତୁ ; ବଢିଚାଲିଛି ହାତୀ ଆତଙ୍କ

ବ୍ରହ୍ମପୁର ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀପଲ ପଶି ଆତଙ୍କ ଖେଳାଉଛନ୍ତି। ହାତୀପଲ ଗ୍ରାମ ଭିତରକୁ ପଶି ଘର ଦ୍ୱାରା ଭାଙ୍ଗିବା ସହ ଫସଲ ନଷ୍ଟ ମଧ୍ୟ କରିଦେଉଛନ୍ତି । ଫସଲ ନଷ୍ଟ ହେବାରୁ ଚାଷୀମାନଙ୍କ ଗୁଜୁରାଣ ମେଣ୍ଟିବାରେ ଅସୁବିଧା ହେଉଛି । ହାତୀପଲଙ୍କୁ ରୋକିବା ପାଇଁ

ହାଇକୋର୍ଟରେ ଅଙ୍ଗନବାଡି ମାମଲା

ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନେଇ ମାମଲା । ହାଇକୋର୍ଟରେ ମାମଲା କଲେ ନୟାଗଡର ଜଣେ ଅଙ୍ଗନବାଡି କର୍ମୀ । କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଉଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବଙ୍କୁ ପକ୍ଷଭୁକ୍ତ ।

ପରିବା ମାର୍କେଟରେ ରସୁଣ ଚଡକ, ଦର ଟପିଲା ୪୦୦

ପରିବା ମାର୍କେଟରେ ରସୁଣ ଚଡକ । ଖାଉଟିଙ୍କୁ କନ୍ଦାଉଛି ରସୁଣ । ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା। ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦

ପୁନମ ପାଣ୍ଡେଙ୍କ ଦେହାନ୍ତ

ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦିଆଯାଇଛି । ତେବେ ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କୁ

ଅନ୍ତରୀଣ ବଜେଟରେ ‘ଲୋକପ୍ରିୟ’ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆଗାମୀ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଲୋକପ୍ରିୟ ଘୋଷଣା ପରିବର୍ତ୍ତେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ତଥା ଅନ୍ତରୀଣ ବଜେଟରେ ଗୋଟିଏ ପଟେ ଅର୍ଥନୈତିକ

ଗିରଫ ବିରୋଧରେ ସୁପ୍ରିମକୋର୍ଟ ଗଲେ ହେମନ୍ତ ସୋରେନ, କାଲି ହେବ ଶୁଣାଣି

ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ତାଙ୍କୁ ଗିରଫ ନିଷ୍ପତ୍ତି ବିରୋଧରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେବି ପାରଦୀୱାଲା

ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗ ବନ୍ଦ କରିବ ଆଇଏମଡି, ଚାଷୀକୂଳ ପ୍ରଭାବିତ ହେବା ଆଶଙ୍କା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦେଶର ସମସ୍ତ ୧୯୯ଟି ଜିଲ୍ଲା କୃଷି ପାଣିପାଗ ବିଭାଗକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ଲକ୍ ସ୍ତରରେ ଲକ୍ଷାଧିକ ଚାଷୀଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଏହାଛଡ଼ା ଜିଲ୍ଲା କୃଷି ପାଣିପାଗ ବିଭାଗ ଚାଷୀ ମାନଙ୍କୁ ଫସଲ କ୍ଷତି