ମଣିପୁରରେ ଥମୁନି ହିଂସା: ୫ ମୃତ, ୪ ଯବାନ ଆହତ
ମଣିପୁରରେ ଥମୁନି ହିଂସା । ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ ସମେତ,୪ ବିଏସଏଫ ଯବାନ ଆହତ । ମଣିପୁରରେ ବିଭିନ୍ନ ଜିଲ୍ଲାରେ ବୁଧବାର ଦିନ ରାତିରୁ ବ୍ୟାପିଥିବା ହିଂସା ଏପର୍ଯ୍ୟନ୍ତ ଥମିନାହଁ । ହିଂସାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ବିଏସଏଫ ଯବାନ ଆହତ ହୋଇଛନ୍ତି । ବୁଧବାର ଦିନ!-->…
