Odia News Portal
Yearly Archives

2024

ବାରଣ୍ଡାକୁ ମଡିଗଲା କାର, ୨ ଗୁରୁତର

ଗୁଡିପଦାର ଘର ବାରଣ୍ଡାକୁ ମାଡିଗଲା କାର, ୨ ଗୁରୁତର । କାର ଚଢି ଯୁବାରୁ ବୃଦ୍ଧାଙ୍କ ସହ ଜଣେ ପଡୋଶୀ ଝିଅ ଗୁରୁତର । ବୃଦ୍ଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି, ଝିଅଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ନିଶାସକ୍ତ ଡ୍ରାଇଭରକୁ ଅଟକ ରଖିଲା ସହଦେବଖୁଣ୍ଟା ଥାନା ପୋଲିସ ।

ପୁରୀ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁ ମୃତ

ପୁରୀ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁ ମୃତ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁଯାୟୀ ,ଗତକାଲି ମହିଳା ଜଣଙ୍କ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିଲା ବେଳେ ସିଂହ ଦ୍ୱାର ନିକଟରେ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ

୯୬୦ ଲିଟର ଦେଶୀ ମଦ ଜବତ : ଦୁଇ ଗିରଫ

କଟକରୁ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଟିମ୍ ଆଜି ସକାଳୁ ପାଟ୍ରୋଲିଂ କରିବା ସମୟରେ ଆଠଗଡ ପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲା । ସେହି ଗାଡିରୁ ୯୬୦ ଲିଟର ଦେଶୀ ମଦ ବୋଲେରୋ ଗାଡି ସହ ଏହି କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭଜନ

ପୁରୀରେ ଲାଗି ରହିଛି ଝିପିଝିପି ବର୍ଷା

ଆଜି ସକାଳୁ ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ପୂର୍ବାଳି ତରଙ୍ଗାୟିତ ବାୟୁ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି । ହେଲେ ଏ ବର୍ଷାକୁ ଆଶୀର୍ବାଦ ଭାବୁଛି ଜଗନ୍ନାଥ ଭକ୍ତ । ପରିକ୍ରମା ପ୍ରକଳ୍ପରେ ଦେବଲୋକ ସାମିଲ ହୋଇଥିବା ବିଶ୍ବାସ କରୁଛନ୍ତି ଶ୍ରଦ୍ଧାଳୁ । ଆଜି

ଲୋକାର୍ପଣ ମାମଲା : ସତ୍ୟପାଠ ନିର୍ଦ୍ଦେଶ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅଭିଯୋଗ ସମ୍ପର୍କିତ ମାମଲା । ଆବେଦନକାରୀଙ୍କୁ ଆୟରଉତ୍ସ ନେଇ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ । ପିଆଇଏଲ କରିଥିବା ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନାକୁ ନିର୍ଦ୍ଦେଶ । ୨ ସପ୍ତାହ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଲେ ହାଇକୋର୍ଟ ।

ଆଜି ଆରମ୍ଭ ହେବ ରାମଲାଲାଙ୍କ ପ୍ରତିଷ୍ଠା ବିଧି

 ଆଉ କିଛି ଦିନ ଅପେକ୍ଷା ପରେ ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିବ । ଆସନ୍ତା ଜାନୁଆରୀ ୨୨ ତରିଖରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଠାରୁ ଏହି ଉତ୍ସବର ପ୍ରଥମ ବିଧି ଅନୁଷ୍ଠିତ ହେବ । ଆଜି ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରତିଷ୍ଠା ବିଧି

ପୁଣି ଅଲୋଡା ଶିଶୁକନ୍ୟା; ବସ୍‌ ଚକା ତଳେ ଛାଡି ଚାଲିଗଲେ

ପୁଣି ଅଲୋଡା ହେଲା ଶିଶୁକନ୍ୟା  । ବସ୍‌ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ । ଆଉ ଟିକକରେ ଯାଇଥାନ୍ତା ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଛଅମାସର କନ୍ୟା ସନ୍ତାନକୁ ସମ୍ପର୍କୀୟ ବ୍ୟାଗରେ ପୂରାଇ ଏକ ବସ୍ ଚକ ତଳେ କେହି ଛାଡ଼ି ଚାଲିଯାଇଥିଲେ । ଚମ୍ପୁଆ

୯ଦିନ ପରେ ଭିତରକନିକା ଖୋଲିଲା

୯ଦିନ ଧରି ଭିତରକନିକା ବନ୍ଦ ରହିବା ପରେ ଆଜି ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପ୍ରକୃତିରାଣୀ ଭିତରକନିକାକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ସୁଦୂର ନେଦରଲ୍ୟାଣ୍ଡରୁ ଆସିଥିବା ୪ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୧୪୫୧ଜଣ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ସାରା ରାଜ୍ୟରେ ହର୍ଷୋଲ୍ଲାସରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ