Odia News Portal
Yearly Archives

2024

ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ଜାମିନ ଶୁଣାଣି ସ୍ଥଗିତ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ । ତଥ୍ୟ

ମିଳିଲା ବାଂଲାଦେଶୀ ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର: ଡିସିପି

ପୋଲିସ ହାତରେ ଲାଗିଛି ନାବାଳିକାଙ୍କ ଜନ୍ମ ପ୍ରମାଣପତ୍ର । କଟକରୁ ବାଂଲାଦେଶୀ ନାବାଳିକା ଧରାପଡିବା ଘଟଣା । ନାବାଳିକାଙ୍କୁ ଏବେ ୧୭ ବର୍ଷ ବୋଲି ଏହି ସାର୍ଟିଫିକେଟରୁ ଜଣାପଡ଼ିଛି । ବାପା ମା  , ଝିଅର ପରିଚୟ ପତ୍ର ଓ ଜନ୍ମ ପ୍ରମାଣପତ୍ର ପୋଲିସକୁ ପଠାଇଛନ୍ତି । ଦଲାଲ୍ ମାନେ ଟଙ୍କା କମିଶନ

ନବଜାତ ଶିଶୁ ଚୋରି ମାମଲା: ପତ୍ତା ପାଉନି ପୋଲିସ

ସମ୍ବଲପୁର ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା କାଲି ଅଭିଯୋଗ ସାମ୍ନାକୁ ଆସିଥିଲା । ଆଜି ପୋଲିସ ର ଯାଞ୍ଚ ପରେ ସାମ୍ନାକୁ ଆସିଛି ଦ୍ବିତୀୟ ସିସିଟିଭ ଫୁଟେଜ। କିନ୍ତୁ ନବଜାତ ଶିଶୁ ଚୋରି ଘଟଣା ୨ ଦିନ ହେଲେ ବି ଏ ଯାଏଁ ଚୋରର ପତ୍ତା ଖୋଜି ପାଉନି ପୋଲିସ । ପ୍ରସୂତି ବିଭାଗରୁ ଶିଶୁ

ମାଣ୍ଡିପଙ୍କା ମୃତ୍ୟୁ ମାମଲା ଅନାହାର ଜନିତ ନୁହେଁ: କୃଷ୍ଣଚନ୍ଦ୍ର ପାତ୍ର

ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ।ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ଗତି କେଉଁ ଆଡକୁ ଏହି ପ୍ରସଙ୍ଗ ଉଠିଥିଲା । ଖାଦ୍ୟାଭାବ ଯୋଗୁଁ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ଜଣଙ୍କର ମୃତ୍ୟୁ ହୋଇଛି

୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ

ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର ସମେତ ୭ଟି

 ବୈକଣ୍ଠ ଧାମ ଆଶ୍ରମରେ ଚାଲିଥିଲା କି ସେକ୍ସ ରାକେଟ?

ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ସେକ୍ସ ରାକେଟ୍? ପୁଣି ବୈକୁଣ୍ଠ ଧାମ ଓ ଆତ୍ମଘୋଷିତ ବାବା କାଶୀନାଥଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆଶ୍ରମ ଆଳରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଛି । ଆତ୍ମଘୋଷିତ ବାବା କାଶୀନାଥଙ୍କ ଅତି ନିକଟତର ଶିଷ୍ୟ କେ କ୍ରୀଷ୍ଣା

ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି

ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ। ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ। ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର

ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଧାନ ସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବଜେଟ ଉପସ୍ଥାପିତା୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତା l 1ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ2 ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି3 CAPF ମୁତୟନ

ବାଂଲାଦେଶୀ ନାବାଳିକା ଗୁମର ,ବଢ଼ିଲା ଗିରଫଦାରୀ ସଂଖ୍ୟା

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଖୋଲୁଛି ବାଂଲାଦେଶୀ ନାବାଳିକା ଗୁମର । ବଢ଼ିଲା ଗିରଫଦାରୀ ସଂଖ୍ୟା। ତୃତୀୟ ଅଭିଯୁକ୍ତ କୁ ଗିରଫ କଲା ମଧୂପଟଣା ପୋଲିସ। ଗିରଫ ଦଲାଲ ଜଣକ ହେଉଛି ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ। ଆଉ ଜଣକୁ ଅଟକ ରଖି ପଚରା ଉଚାର କରୁଛି ପୋଲିସ।  ସେପଟେ