ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବ ଦଳୀୟ ବୈଠକ ଆରମ୍ଭ
ଶୀତ ଅଧିବେଶନ ପୂର୍ବରୁ ସର୍ବ ଦଳୀୟ ବୈଠକ ବାଚସ୍ପତି ସୁରମା ପାଢୀଙ୍କର ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ବୈଠକରେ ଆଲୋଚନା କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ମୁଖ୍ୟ ସଚେତକ , କଂଗ୍ରସ ବିଧାୟକ ଦଳ ନେତାଙ୍କ ସମେତ ଅନେକ!-->…