Odia News Portal
Yearly Archives

2024

ସିଙ୍ଗାପୁର ଗସ୍ତ ସାରି ଓଡିଶା ଫେରିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଙ୍ଗାପୁର ଗସ୍ତ ସାରି ଆଜି ସକାଳେ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରେ ନିବେଶକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ରୋଡ ଶୋ’ ସହ ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ପୁଞ୍ଜିପତିଙ୍କୁ ଅବଗତ କରିଥିଲେ।

ରେଳବାଇର ୱାଲଟିୟର ଡିଭିଜନ୍‌କୁ ମିଳିଲା ନୂଆ ଡିଆରଏମ୍

 ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଆରଏମ୍ ସୌରଭ ପ୍ରସାଦ ମୁମ୍ବାଇରେ ୨୫ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିବା ପରେ ଏହି ପଦବି ଗତ ୪ଦିନ ହେବ ଖାଲି ପଡିଥିଲା। ଭାରତୀୟ ରେଳବାଇ ଏହି ପଦବିରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି। ଏଡିଆରଏମ୍ (ଅପରେସନ୍)

ଜଳିଗଲା ୭ ବଖରା ଘର

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଚାଳ ଘରେ ଅଗ୍ନିକାଣ୍ଡ

ବବି ଦାସ ଭାଇଙ୍କ ନାଁରେ ଏତଲା

 ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଯାଜପୁର ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ଜଣକ। ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି। ମାଡ଼ ମାରି ଟଙ୍କା ଛଡ଼ାଇ

ବିଧାୟକ ହିମାଂଶୁଙ୍କୁ ଆକ୍ରମଣ ; ଆଜି ପୁଣି ଆଉ ୮ ଅଟକ

ଗତକାଲି ଗିରଫ ହୋଇଥିଲେ ୧୦, ଆଉ ଆଜି ପୁଣି ଅଟକ ହେଲେ ୮ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୮ ଜଣ ଅଟକ ଅଛନ୍ତି । ଗିରଫ ୧୦ ଜଣଙ୍କୁ କରାଯାଇଥିଲା କୋର୍ଟ ଚାଲାଣ । ଅଧିକ ପଢନ୍ତୁ : ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା

ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ଗୁରୁବାର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ମହାଲ୍ଲିକପଡା ଗ୍ରାମର ନଳିନୀ ସାହୁ ଏବଂ ତାଙ୍କ ଭଉଣୀ ଶାଲିନୀ ସାହୁ କୌଣସି କାରଣ ମତେ ଅସୁସ୍ଥ

ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା।

୧୦ ମାଓବାଦୀ ନିପାତ

ଛତିଶଗଡ଼ରେ ସୁରକ୍ଷାକର୍ମୀ – ମାଓବାଦୀ ମୁଁହାମୁଁହି । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ସୂଚନା । କଣ୍ଟା , ଭେଜି ଅଞ୍ଚଳରେ ଗୁଳିବିନିମୟ । ୩ ଟି ଅଟୋମେଟିକ ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ । ଡିଆରଜି ପକ୍ଷରୁ ସର୍ଚ୍ଚ ଅପରେସନ ନେଇ ସୂଚନା । ଓଡିଶାକୁ ନକ୍ସଲ ଅନୁପ୍ରବେଶ

ଖୁବଶୀଘ୍ର ହେବ ଫୁଟ ଓଭରବ୍ରିଜ

 ଭୁବନେଶ୍ୱର ପଳାସୁଣୀରେ ବାରମ୍ବାର ଦୁର୍ଘଟଣା। ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକଙ୍କ ସୂଚନା । ୪ ରୁ ୫ ମାସ ଭିତରେ ସରିବ ଫୁଟ ଓଭର ବ୍ରିଜ କାମ । ନୂଆ ଟେଣ୍ଡର ସହ କାମ ମଧ୍ୟ ଆରମ୍ଭ ହୋଇଛି । ୟାର୍ଡ଼ରେ ଓଭର ବ୍ରିଜ ଫେବ୍ରିକେସନ କାମ ଚାଲିଛି । ଲୋକେ ଭୁଲ କରୁଥିବାରୁ ଦୁର୍ଘଟଣା ଘଟୁଛି । ଗାଡି

ଗୁଳିବିନିମୟରେ  ନକ୍ସଲ ନିହତ, ଯବାନ ଆହତ

ମାଲକାନଗିରି –ଛତିଶଗଡ ସୀମା ଏମଭି- ୭୯ ଜିନ୍ଦଲଗୁଡା ନିକଟରେ ସୁରକ୍ଷାକ୍ରମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ନକ୍ସଲ ନିହତ ହୋଇଛନ୍ତି । ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।