ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ
ଉତ୍ତର ପ୍ରଦେଶରେ ଦୁଃଖଦ ଘଟଣା । ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତକ ଜୀବନ୍ତ ଦଗ୍ଧ । ଝାନସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଶୁକ୍ରବାର ରାତିରେ ମେଡିକାଲ କଲେଜର ଶିଶୁ ୱାର୍ଡରେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ସ୍ପେଶାଲ ନ୍ୟୁବର୍ଣ୍ଣ!-->…