ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ : ଦୋକାନୀ ମୃତ
ଖୋର୍ଦ୍ଧା ଜଟଣୀ ରାଜାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କପଡ଼ା ଦୋକାନରେ କୌଣସି ମତେ ନିଆଁ ଲାଗି ଯାଇଥିଲା। ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲେ ଦୋକାନୀ । ତାଙ୍କୁ ହସ୍ପିଟାଲରେ!-->…