ଆଇ.ଆର୍.ସି. ର ସଭାପତି ଭାବେ ପ୍ରଫେସର ମନୋରଞ୍ଜନ ପରିଡ଼ା ନିର୍ବାଚିତ
ଭୁବନେଶ୍ୱର (୧୩.୧୧.୨୦୨୪): ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ଆଇ.ଆର୍.ସି. ର ବାର୍ଷିକ ଅଧିବେଶନରେ ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଇ.ଆର୍.ସି.!-->…