Odia News Portal
Yearly Archives

2024

କାହାକୁ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର । କାହାର କେଉଁ ସମସ୍ୟା ରହିଛି ସେନେଇ ଏକ PDF ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି । ଯେଉଁମାନେ ସୁଭଦ୍ରା ଟଙ୍କା ନଆସିବାକୁ ନେଇ

କାହାକୁ କିଛି ନଜଣାଇ ଶାଶୁଙ୍କ ଶବ ଦାହ କରୁଥିଲା ବୋହୂ, ଶ୍ମଶାନରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଭୁବନେଶ୍ଵର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ। କାହାକୁ କିଛି ନଜଣାଇ ଶାଶୁଙ୍କ ଶବ ଦାହ କରୁଥିଲା ବୋହୂ। ସମର୍କୀୟ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବ ଜବତ କରିଛି। ମୃତକ ଜଣଙ୍କ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ

ପରାଜୟ ନେଇ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ; କହିଲେ, ନବୀନଙ୍କ ପାଇଁ

 ବିଜେଡି ପରାଜୟ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା । ସଭାପତି ଅଣଦେଖା କରିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ସୁଶାନ୍ତ ବେହେରା । ସେ ଆହୁରି କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହେଉଥିଲା । ଦଳକୁ ମୁଖ୍ୟମନ୍ତ୍ରୀ ଟିକେ

ଲିଙ୍କ ଫେଲ ଯୋଗୁ ଓଡିଶା ଅଚଳ

ଆଜି ସାରା ରାଜ୍ୟରେ ଲିଙ୍କ ଫେଲ ଯୋଗୁ ସମସ୍ତ ପୋଷ୍ଟ ଅଫିସ ଗୁଡିକ ଅଚଳ ହୋଇପଡିଛି l ଏପରିକି ରାଜ୍ୟ ର ସର୍ବ ବୃହତମ ଡାକଘର ଭୁବନେଶ୍ୱର ମୁଖ୍ୟ ପୋଷ୍ଟ ଅଫିସ ମଧ୍ୟ ଏହି ଅଚଳ ରୁ ବାଦ ପଡ଼ିନାହିଁ l ଲିଙ୍କ ଫେଲ ଯୋଗୁ କୌଣସି ପୋଷ୍ଟ ଅଫିସ ରେ ଟଙ୍କା କାରବାର ଓ ଦେଣ ନେଣ ବନ୍ଦୋବସ୍ତ

ବଙ୍ଗୋପସାଗରରେ ଲଘୁଚାପ

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂଚନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ମଧ୍ୟରେ

ଭୁବନେଶ୍ବରରେ ଲଭ ଜିହାଦ

ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା

ନିର୍ଯ୍ୟାତନା ଏବଂ ଦୁଷ୍କର୍ମ କିଭଳି ନହେବ ପ୍ରାଥମିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର- ଆଇନ ମନ୍ତ୍ରୀ

କଟକ  ଲଜ୍ଜା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।  ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ,  ମହିଳା ଜନିତ ଆକ୍ରମଣ ହେଉ କିମ୍ବା ନିର୍ଯ୍ୟାତନା ଏସବୁ ଘଟଣା ପାଇଁ ସରକାର କଠୋରରୁ କଠୋର କାର‌୍ୟ୍ୟାନୁଷ୍ଠାନ  ଦେବାର ପ୍ରକ୍ରିୟା ଆରମ୍ଭ  

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆସିଛି କଟକରୁ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା

କୋରାପୁଟ ଗସ୍ତରେ ଡିଜିପି ୱାଇବି ଖୁରାନିଆ

କୋରାପୁଟ ଗସ୍ତରେ ଯିବେ ଡିଜିପି ୱାଇବି ଖୁରାନିଆ । ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କରିବେ ସମୀକ୍ଷା । ଏସପିଙ୍କ ସହ  ବରିଷ୍ଠ ଅଧିକାରୀ ସାମିଲ ହେବେ । ନକ୍ସଲ ନିପାତ ସହ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ତଳ ଓ ଉପର ପଡିଆରେ  ବାଲିଯାତ୍ରା : ହାଇକୋର୍ଟ

ବାଲିଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ । ଉଭୟ ତଳ ଓ ଉପର ପଡିଆରେ ହେବ ବାଲିଯାତ୍ରା ।  ଆସନ୍ତା ବର୍ଷ କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପେଦକ୍ଷେପ ନେବେ । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ପ୍ରଶାସନ ।