ମୋ ବସ୍ର ସ୍ପିଡ୍ ୪୦ରୁ ଅଧିକ ରହିବ ନାହିଁ
ସାବାଡ ହେବେ ଅମାନିଆ ମୋ’ ବସ୍ ଡ୍ରାଇଭର ଓ କର୍ମଚାରୀ! ଚେତାବନୀ ଦେଲେ ମନ୍ତ୍ରୀ। ସହର ଭିତରେ ବୁଲୁଥିବା ମୋ’ ବସ୍ର ସ୍ପିଡ୍ ଲିମିଟ୍ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍ ୫୦ ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ!-->…