Odia News Portal
Yearly Archives

2024

୨ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୁଲିସ୍‌

ଦାଦାବଟି ମାଗିବା ଏବଂ ସୋଶାଲ ମିଡ଼ିଆରେ ଧମକ ଚମକ ଦେବା ଅଭିଯୋଗରେ ୨ ବିଜେଡି କର୍ମକର୍ତ୍ତାଙ୍କୁ ଉଠାଇ ନେଲା ପୁଲିସ୍‌ । ପଚରାଉଚରା ପରେ ପୁଲିସ୍‌ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳାରେ ଘଟିଛି। ପୁଲିସ୍‌ ଉଠାଇ ନେଇଥିବା ୨ ଯୁବକ

ଆଜି ବି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ହାବେଳୀଖଟି ସ୍ଥିତି ପରଖିବେ

ଆଜି ବି ବାତ୍ୟାଞ୍ଚଳ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଆକାଶମାର୍ଗରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସର୍ଭେ କରିବେ। ଏଥିସହ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିବା କେନ୍ଦ୍ରପଡ଼ା ଜିଲ୍ଲା ହାବେଳୀଖଟିର ବି ସ୍ଥିତି ପରଖିବେ। ଏହାପରେ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ଏକ

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ

ପୋଲିସ ପିନ୍ଧିବେ ବଡି କ୍ୟାମେରା

ପୋଲିସ ପିନ୍ଧିବେ ବଡି କ୍ୟାମେରା । ଥାନା ଭିତରେ ଏବେ କେହି କାହା ଉପରେ ଲଗାଇ ପାରିବେ ନାହିଁ ମିଥ୍ୟା ଅଭିଯୋଗ । କିଏ ସତ କିଏ ମିଛ ସବୁ ଦେଖିବେ ସିପି ଓ ଡିସିପି । ଥାନା ଭିତରେ ଥିବା ପୋଲିସ ହୁଅନ୍ତୁ କି ଥାନା ଭିତରକୁ ଆସୁଥିବା ଅଭିଯୋଗକାରୀ ହୁଅନ୍ତୁ ଏତଲାକାରୀଙ୍କ ଭିଡିଓ ବାର୍ତ୍ତାଳାପ

ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ । ଏଥିସହ ସତ୍ୟପାଠ ଦାଖଲ ପାଇଁ ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି କମିଶନ । ଆସନ୍ତାକାଲି ସତ୍ୟପାଠ ଦାଖଲର ଶେଷ ତାରିଖ

ଦିନିକିଆ ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି  ଓମ୍ ବିର୍ଲା

ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଲୋକସଭା ବାଚସ୍ପତି  ଓମ୍ ବିର୍ଲା । ଆଜି ଏକ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବିଦ୍ୟାର୍ଥୀମାନଙ୍କ ସହ କରିବେ ଆଲୋଚନା। ଭାରତୀୟ  ଯୁବକଙ୍କ ରାଷ୍ଟ୍ର ଗଠନରେ କଣ ଯୋଗଦାନ ରହିଛି ସେ ନେଇ ଆଲୋଚନା ହେବ ।

ମାଆ କୋଳକୁ ଆସିଲେ ‘ଦାନା’

ମାଆ କୋଳକୁ ଆସିଲେ ‘ଦାନା’। ବୋଧହୁଏ ଭାବୁଥିବେ ବାତ୍ୟା ‘ଦାନା’। ନା, ଇଏ ସେହି ବାତ୍ୟା ‘ଦାନା’ ନୁହେଁ, ଯିଏ ଭୟଙ୍କର ରୂପ ଧରି ନଷ୍ଟଭ୍ରଷ୍ଟ କରି ଚାଲିଛି। ଇଏ ହେଉଛି ଆମ କୁନିପୁଅ ‘ଦାନା’। ବାତ୍ୟା କରାଳ ରୂପ ଭିତରେ ମେଡିକାଲ୍‌ ବେଡ୍‌ରେ ମାଆଙ୍କ କୋଳମଣ୍ଡନ କରିଛି। ଆଉ ଗର୍ଭ ଯନ୍ତ୍ରଣା

ଆଶାଦିଦି ଶିବାନୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ପ୍ରଶଂସା ବି କଲେ

ବାତ୍ୟା ‘ଦାନା’ ପାଇଁ ବୟସ୍କା ମହିଳାଙ୍କୁ ନିଜ ପିଠିରେ ବୁହାଇ ଆଶ୍ରୟସ୍ଥଳୀକୁ ନେଇଥିବା କେନ୍ଦ୍ରାପଡ଼ାର ରାଜନଗର ଅଂଚଳର ଆଶାଦିଦି ଶିବାନୀ ମଣ୍ଡଳଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ

ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଲିଷ୍ଟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି । ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ତାଲିକାରେ ଓଡ଼ିଶା

ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ

ବାଲିଗୁଡ଼ା ଥାନା ମିଡିଆକିଆ ବୋରିକିଆ ନିକଟ ଆଡାର ଜଙ୍ଗଲ ସେସେର ଗାଁରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଗୁଳିରେ ଜଣେ ମାଓ କ୍ୟାଡର ନିହତ। ଛତ୍ରଭଙ୍ଗ ଦେଲେ ମାଓବାଦୀ। ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ବୋରିକିଆ ନିକଟ ଆଡାର ଜଙ୍ଗଲରେ ଏସ.ଓ.ଜି