ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ
ବାତ୍ୟା ଅଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ କାଲି ଦିନ ୧୦ଟାରେ ପରିଦର୍ଶନ କରିବେ । ବାତ୍ୟାରେ କଚା ଘର ଭାଙ୍ଗିବା ସହ ଧାନ ଜମି ମଧ୍ୟ ନଷ୍ଟ ହୋଇଛି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । କ୍ଷୟକ୍ଷତି ଅଞ୍ଚଳଗୁଡିକୁ ଏରିଏଲ ସର୍ଭେ ମାଧ୍ୟମରେ ପରିଦର୍ଶନ କରିବେ!-->…