Odia News Portal
Yearly Archives

2024

ଭରତପୁର ଥାନା ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଥାନାରେ ସି ସି ଟିଭି ପ୍ରସଙ୍ଗରେ ରିପୋର୍ଟ ତଲବ ବି କରିଛନ୍ତି ଓଡ଼ିଶା

ଭରତପୁର ଥାନା ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

 ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। ଆଜି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଏହା ସହ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର ଓ ତାଙ୍କ ବାନ୍ଧବୀ ; ବରିଷ୍ଠ ସେନାଧିକାରୀ ବି ସାମିଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର ଓ ତାଙ୍କ ବାନ୍ଧବୀ ; ବରିଷ୍ଠ ସେନାଧିକାରୀ ବି ସାମିଲ । ଘଟଣା ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର, ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । ଭରତପୁର ଥାନା କାଣ୍ଡରେ ସେନା -

ଦାୟିତ୍ୱ ନେଲେ ଆତିଶୀ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଁଞ୍ଚି ଗ୍ରହଣ କରିଛନ୍ତି କାର୍ଯ୍ୟଭାର। ହେଲେ ସିଏମଙ୍କ ଚୌକି ରେ ବସିନଥି ଲେ ଆତିଶି।ସେ ଏହି ଆସନକୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଖାଲି ରଖିଛନ୍ତି। ସିଏମ୍ ଚେୟାର ପାଖରେ ଆଉ ଏକ ଚୌକିରେ ବସି

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ

ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ। ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ : ମୋଦୀ

ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ତେଣୁ ପ୍ରତ୍ୟେକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଲାଗି ଗୁରୁତ୍ବ ଦିଆଯାଉ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍ ଶିଖର ସମ୍ମିଳନୀରେ ଉପସ୍ଥିତ ନେତାଙ୍କୁ କହିଛନ୍ତି। ଆମେରିକାର ୱିଲମିଙ୍ଗଟନ ସହରରେ ଆୟୋଜିତ ଏହି

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର

 ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ୟ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

୬ ସପ୍ତାହ ପରେ ଆଜି ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ମୋଟ ହଜାରେ ଜଣ ଅନଲାଇନରେ ପଞ୍ଜିକରଣ କରିଛନ୍ତି। ଆଜି ସେମାନଙ୍କର ହିଁ ଅଭିଯୋଗ ଶୁଣିବେ

ପୁଣି ଏକ ହାତୀର ମୃତଦେହ ଉଦ୍ଧାର

ପୁଣି ଏକ ହାତୀର ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ରେଞ୍ଜର ବାଲିଆଢିପା ଜଙ୍ଗଲର ଘଟଣା। ଏକ ହାତୀର ମୃତଦେହକୁ ବନବିଭାଗ କର୍ମଚାରୀମାନେ ଆଜି ସକାଳୁ ଉଦ୍ଧାର କରିଛନ୍ତି। ମୃତ ହାତୀର ବୟସ ପାଖାପାଖି ୩୫ବର୍ଷ ହେବା ନେଇ ମିଳିଥିବା ସୂଚନାରୁ

କଙ୍ଗାରୁ କୋର୍ଟ : ଅଙ୍ଗନବାଡି କର୍ମୀଙ୍କୁ ନିସ୍ତୁକମାଡ

ଅଙ୍ଗନବାଡୀ କର୍ମୀଙ୍କୁ ନିସ୍ତୁକ ମାଡ ଅଭିଯୋଗ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଅଙ୍ଗନବାଡି କର୍ମୀ ମାଡରେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସିଂଲ ଥାନା ମହାପଦା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ଏହାକୁ ନେଇ