Odia News Portal
Yearly Archives

2024

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ। ପଦ ଓ ଗୋପନୀୟତାର ଶପଥ କରାଇଲେ ଏଲଜି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ।ଅନ୍ୟପଟେ ନୂଆ ମନ୍ତ୍ରୀମଣ୍ଡଳର ବି ଶପଥ ଗ୍ରହଣ କରୁଛି। ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତାଫା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତା ରବିବାର ମୟୂରଭଞ୍ଜ ଗସ୍ତରେ  ଯିବେ । ଜିଲ୍ଲା ସଦର  ମହକୁମା ବାରିପଦା ଛଉ ପଡିଆ ଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ  ମେଳାକୁ ମୁଖ୍ୟମନ୍ତ୍ରୀ ୨୨ ତାରିଖ ଅପରାହ୍ନରେ  ଉଦଘାଟନ

ବିରୁଡ଼ି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବିରୁଡ଼ି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ଜଣଙ୍କ ହେଲେ ଦ୍ରୌପଦୀ ମହାନ୍ତି। ଗତକାଲି ଦ୍ରୌପଦୀ ନିଜ ଘର ପଛରେ ହୋଇଥିବା ଏକ ବିରୁଡ଼ି ବସା ଭାଙ୍ଗୁଥିଲେ। ଏହି ସମୟରେ ବସାଟି ଭାଙ୍ଗି

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ

 ହୀରାକୁଦ ଡ୍ୟାମ  ଛୁଇଁଲା ସର୍ବୋଚ୍ଚ ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି, ଆଉ ଏବେ ପାଣିର ସ୍ତର ବି ୬୩୦ ଫୁଟ୍ ରହିଛି । ଅର୍ଥାତ ଏବେ ପୂରାପୂରି ଭର୍ତ୍ତି ହୋଇଛି ଡ୍ୟାମ୍। ଏବେ

ଭରତପୁର ଥାନା ମାମଲା ; କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ନିଲମ୍ବିତ ପୁଲିସ ୍‌ଧିକାରୀଙ୍କୁ ପଚରାଉଚରା । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କାହାକୁ ବାନ୍ଧିନି । ୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି । କାହା ସହ ପକ୍ଷପାତିତା କରାଯାଉନି । କ୍ରାଇମବ୍ରାଞ୍ଚ ଡିଏସପି

କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଭରତପୁର ଥାନା କାଣ୍ଡ ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ ଆନେ୍ଦାଳନ କରାଯିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ କର୍ମୀମାନେ ଅଗ୍ରସର ହେବାବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ କରି ଅଟକାଇଥିଲା ।

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାରଠୁ ସେ ତିନି ଦିନିଆ ୟୁଏସ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଯାତ୍ରାରେ ବେଳେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ୍ ହେବେ । ଏଥିସହ ବିଭିନ୍ନ ଦେଶର ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି । ନରେନ୍ଦ୍ର ମୋଦି ନିଜ ଗସ୍ତ

ତିରୁପତି ଲଡ଼ୁ ବିବାଦ

ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ।

ଇଷ୍ଟକୋଷ୍ଟ ରେଲୱେର ରେକର୍ଡ; ୩ ଘଣ୍ଟାରେ ୫ ବିଶାଳ ଷ୍ଟିଲ୍ ଗାର୍ଡ ଲଗାଇଲା

ତ୍ୱରିତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ହାସଲ କରିଛି ଇଷ୍ଟକୋଷ୍ଟ ରେଲୱେ । ମାତ୍ର ୩ ଘଣ୍ଟା ଭିତରେ ୩୬ ମିଟର ଦୀର୍ଘ ୫ଟି ବିଶାଳ ଷ୍ଟିଲ୍ ଗାର୍ଡ ସ୍ଥାପନ କରିବାରେ ସଫଳତା ମିଳିଛି। ଭୁବନେଶ୍ୱର ଭିଏସ୍ଏସ୍ ନଗରଠାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଏହାକୁ ସ୍ଥାପନ

ଦିନ ମଜୁରିଆଙ୍କ ପୁଅ ହେବ ଡାକ୍ତର, ହେଲେ ଘାରିଛି ଅର୍ଥ ଚିନ୍ତା

ଦିନ ମଜୁରିଆ ବାପା ମା’ଙ୍କ ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେତୋସ୍କୋପ । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିବା ପରେ ମେଡିକାଲରେ ସିଟ୍‌ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ