ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ
ଏବର୍ଷ ବି ଦିଲ୍ଲୀରେ ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି!-->…
