କ୍ଷୁବ୍ଧ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କହିଲେ- ବହୁତ ହୋଇଗଲା
ପ୍ରଥମଥର ପାଇଁ କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦେଶରେ ବଢ଼ୁଥିବା ମହିଳା ବିରୋଧୀ ହିଂସାକୁ ନେଇ ହତାଶା ଓ ବିଚଳିତ ଭାବ ପ୍ରକାଶ କରିଛନ୍ତି। କୋଲକାତା ଘଟଣାକୁ ଭୟଙ୍କର ଓ ଉଦବେଗଜନକ କହିଛନ୍ତି।
ରାଷ୍ଟ୍ରପତି!-->!-->!-->…
