ମହାଲିଙ୍ଗ-ଅରୁଣ ମୁହାଁମୁହିଁ
ଆଜି ବିଧାନସଭା ବଜେଟ ଅଧିବେଶନର ୪ର୍ଥ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିଥିଲା । ଆଶା କରାଯାଉଥିଲା ଆଜି ରାଜ୍ୟ ବଜେଟ ଆଗତ ହେବାକୁ ଥିବାବେଳେ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ । ତେବେ ତାହା ହୋଇପାରିଲା ନାହିଁ । ପୁଣି ବିଧାନସଭାରେ ଶାସକ ଓ ବିରୋଧୀ!-->…
