ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ; ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ
ପେଟ ପାଟଣା ପାଇଁ ମାସକ ତଳେ କାମ କରିବାକୁ ସୁଦୂର ଦୁବାଇ ପଳାଇଥିଲେ। ଏକ କମ୍ପାନୀରେ ପ୍ଲମ୍ବର୍ ଭାବେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିଲା । ଏପରିକି ଠିକ୍ରେ ଖାଇବାକୁ ଦେଇ ନଥିଲା। ଶ୍ରମିକମାନେ!-->…
