ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ
କଟକ ସହରରେ ଟ୍ରାଫିକ୍ ସମସ୍ୟା ପ୍ରଶାସନର ନିଦ ହଜାଇଥିବାବେଳେ ଏଥିରେ ସୁଧାର ଆଣିବାକୁ ଲାଗୁ ହେଲା ନୂଆ ଟ୍ରାଫିକ କଟକଣା। କଟକ ସହରର ପ୍ରମୁଖ ୧୯ ଟି ରୁଟକୁ ନୋ ପାର୍କିଂ ଜୋନ ଘୋଷଣା କରିଛି କମିଶନରେଟ ପୋଲିସ।ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ!-->…
