ମେଲାଣି ନେଉଛନ୍ତି ମା’ ଗଜଲକ୍ଷ୍ମୀ, ଭଷାଣ ଉତ୍ସବରେ ଦେଖିବାକୁ ମିଳିଲା ଅଲୌକିକ ଦୃଶ୍ୟ
ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ । ତଳେ ମା’ଙ୍କ ଭଷାଣ ଉତ୍ସବ ଚାଲିଥିବାବେଳେ ଗଛ ଉପରେ ଜଗି ରହିଛି ଏକ ଧଳା ପେଚା । ଏକଥାକୁ ସହଜରେ ବିଶ୍ବାସ କରି ହେଉନଥିଲେ ବି ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସହରରେ । ଭଲ କରି ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କେମିତି ଏ ଧଳା…