Odia News Portal
Yearly Archives

2025

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ ଅଧକ୍ଷ, ବୋଲଗଡ ଥାନାରେ ମାମଲା

କଲେଜର ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ ଅଧକ୍ଷ । ଏ ନେଇ ଏକ ଅଡିଓ ଭାଇରଲ ପରେ ବୋଲଗଡ ଥାନାରେ ଅଭିଯୋଗ କଲେ ଅଧ୍ୟାପିକାଙ୍କ ବାପା । ଘଟଣାରୁ ପ୍ରକାଶ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା କିଛିଦିନ ତଳେ ସେହି କଲେଜରେ ନୂତନ ଭାବେ ନିଯୁକ୍ତି ପାଇଥିଲେ । କଲେଜର ଅଧକ୍ଷ…

ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ

ମାଲକାନଗିରିଜିଲ୍ଲା କାଲିମେଳା ଠାରୁ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଛି। ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ। ମହିଳାଙ୍କ ନାକ ଓ କାନରେ ଗହଣା ଥିବାର ଦେଖିବାକୁ…

ଭାରତରେ ୧୭.୫ ବିଲିଅନ ଡଲାର ନିବେଶ କରିବ ମାଇକ୍ରୋସଫ୍ଟ

ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ ଡଲାର ନିବେଶ କରିବ। ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ଆଜି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଏହି ସୂଚନା…

ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ତିନି ଦିନିଆ ରାଇରଙ୍ଗପୁର ଗସ୍ତରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି ଆନନ୍ଦ ବୋଷ ରାଇରଙ୍ଗପୁରରେ ପହଞ୍ଚିବା ପରେ ମହୁଲଡିହାସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ପରିଦର୍ଶନ କରି ଫେରିବା ପରେ ଡାକ ବଙ୍ଗଳାରେ…

ମଣ୍ଡି ​ଖୋଲିବା ଆଗରୁ ମାତିଲେଣି ଦଲାଲ:  ଓଡ଼ିଶାରେ ଝାଡ଼ଖଣ୍ଡ ଧାନ, ଗୋଦାମରେ ଗଦେଇଲେଣି

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବ୍ଲକ ଅଧୀନସ୍ଥ ଲ୍ୟାମ୍ପସ୍‌ଗୁଡ଼ିକରେ ଆସନ୍ତା ୨୦ ପରେ ଖୋଲିବାକୁ ଯାଉଛି ମଣ୍ଡି। ପଞ୍ଜିକୃତ ଚାଷୀଙ୍କୁ ଆସନ୍ତା ୩/୪ ଦିନ ପରେ ଧାନ ବିକ୍ରି ପାଇଁ ମଳିବ ଟୋକନ୍‌। ବିଶୃଙ୍ଖଳା ସୃଷ୍ଟି ନ ହେବା ସହ ଚାଷୀମାନେ କେମିତି ଠିକ୍‌ ଭାବେ ଟୋକନ୍‌ ପାଇ ନିଜର ଧାନ…

ଏମଭି-୨୬ରେ ସୁଧୁରୁଛି ସ୍ଥିତି, ହଜାର ହଜାର ଆଦିବାସୀଙ୍କ ଉପସ୍ଥିତରେ ଶବ ସତ୍କାର

ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଏମଭି-୨୬ ଗ୍ରାମରେ ଧୀରେଧୀରେ ପରିସ୍ଥିତି ସୁଧୁରିବାକୁ ଲାଗିଛି। ଗାଁରେ ପୁଲିସ, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଛାଉଣୀ କରାଯାଇଛି। ଗତ ରବିବାର ଦିନ ହଜାର ହଜାର ଆଦିବାସୀ ଗାଁରେ ପଶି ଶତାଧିକ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ନିଆଁ ଦାଉରୁ ଗୋଟିଏ…

ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ, ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ  ମୁଲତବୀ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ । ଆଜିଠାରୁ ଶୀତକାଳୀନ ଅଧିବେଶନ ବନ୍ଦ ହେଲା। ସମସ୍ତଙ୍କ ଅନୁମୋଦନକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌…

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ସୋମବାର ରାତିରେ ଜାପାନରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୬ ଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଜାପାନ ପାଣିପାଗ ସଂସ୍ଥା (JMA) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ମାପିଥିଲା । ଏହା…

ଲାଞ୍ଚ ନେଉଥିବା ବେଳେ ଥାନା ଭିତରେ ଏଏସ୍ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ମାତ୍ର ୫ ହଜାର ଟଙ୍କାରେ ମାନମହତ ଗଲା । ଯାଜପୁର ଟାଉନ୍ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ବାବୁ । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ…

ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ

ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡ଼ିଛି କଲରାପତରିଆ ବାଘ। ଗତକାଲି ରାତିରେ ଏହି ବାଘ ଶିକାରୀ ଫାସରେ ପଡ଼ିଥିବା ବେଳେ ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିଥିଲା। ତେବେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି। ସୂଚନା ମୁତାବକ, ଅନୁଗୁଳ ରେଞ୍ଜ କରତପଟା…