Odia News Portal
Yearly Archives

2025

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି; ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗୁଣ୍ଡିଚା

ଶୀଘ୍ର ପ୍ରଦାନ କରାଯିବ ବନ୍ୟା କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଦିନେ ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ରହିଛି। ପାଣି ଆଉ ବଢୁନି। ଜଳ ନିଷ୍କାସନରେ ସମୟ ଲାଗୁଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈତରଣୀ ବନ୍ୟା ପ୍ରଭାବରେ ଗୁଡିଏ ପଞ୍ଚାୟତ ପାଣି ଘେରରେ ଥିଲ।. କେନ୍ଦୁଝରଜିଲ୍ଲା

ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟା ଯୋଗୁ ଜିଲ୍ଲାର ୬ଟି ବ୍ଲକ୍‌ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଲୋକଙ୍କୁ

ମନ ମିଶିଗଲା ଶିମିଳିପାଳରେ, ଶିମିଳିପାଳରେ ସଂସାର ଗଢିବ ମରାଠା ବାଘୁଣୀ ଜିନ୍ନତ

ଦିନ ଥିଲା ମରାଠା ବାଘୁଣୀ ଜିନ୍ନତ ଶିମିଳିପାଳରେ ରହିବାକୁ ନାକ ଟେକୁଥିଲା । ଶିମିଳିପାଳ ପରିବେଶ ସହ ଖାପ ଖୁଆଇ ନପାରି ବାରମ୍ବାର ଅସୁସ୍ଥ ହେଲା । ଏପରିକି ବାଘୁଣୀ ଜିନ୍ନତ ସୀମାପାର କରି ପଶ୍ଚିମବଙ୍ଗ ଚାଲିଯାଇଥିଲା, କିନ୍ତୁ ମାସ କେଇଟା ଭିତରେ ବଦଳିଯାଇଛି ଜିନ୍ନତର ମନ । ବାଘୁଣୀ ଜିନ୍ନତ

ରଥଯାତ୍ରା ଉପଲକ୍ଷେ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଅନୁଷ୍ଠିତ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଘରୋଇ ହସ୍ପିଟାଲ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।ଶନିବାର ସନ୍ଧ୍ୟାରେ ଦଇତାପତି ନିଯୋଗକୁ ଆମନ୍ତ୍ରଣ କରାଯାଇଥିଲା।ନିଯୋଗର ସଭାପତି ଗଣେଶ ଦାସ

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା, ମେୟର କହିଲେ ଦରକାର ପଡିଲେ ଗନମ୍ୟାନ୍ ରଖାଯିବ

ବିଏମସି ଅଫିସରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା । ସ୍ମାର୍ଟସିଟି ଅଥୋରିଟିଙ୍କ ଉପରେ ଦୋଷ ଝାଡ଼ିଲେ ମେୟର ସୁଲୋଚନା ଦାସ । ମେୟର କହିଛନ୍ତି, "ଦୀର୍ଘ ଦିନ ହେବ ବିଏମସି ଅଫିସରେ ସିସିଟିଭି କାମ କରୁନି। ବିଲଡିଂ ମେଣ୍ଟେନାନ୍ସ ଦାୟିତ୍ବ ସ୍ମାର୍ଟ ସିଟି ଅଥୋରିଟି

ଗେଷ୍ଟ ହାଉସ୍‌ରେ ପ୍ରେମିକାକୁ ହତ୍ୟା ଘଟଣା ; କ୍ରାଇମ୍‌ସ୍ପଟ୍‌ ନେଇ କ୍ରାଇମ୍‌ସିନ୍ ରିକ୍ରିଏସନ୍ କଲା ପୁଲିସ

ପ୍ରେମିକାକୁ ଛୁରାମାଡ଼ କରି ହତ୍ୟା । ଥରେ କି ଦୁଇଥର ନୁହେଁ ବାରମ୍ବାର ଛୁରାମାଡ଼ କରି ହତ୍ୟା କରିଛି ପୁରୁଷବନ୍ଧୁ । ନୂଆ ବସ ଷ୍ଟାଣ୍ଡ୍‌ ନିକଟ ପୁଷ୍ପାଞ୍ଜଳି ଗେଷ୍ଟ୍‌ ହାଉସ୍‌ରେ ଯୁବତୀଙ୍କୁ ଛୁରା ଭୁସି ହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ଅଭୟ ମହାରଣାକୁ ଧରି କ୍ରାଇମ୍ ସିନ୍- ରି-

ବିଚ୍ ରାସ୍ତାରେ ଛୁରାମାଡ଼, ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି

ମୟୂରଭଞ୍ଜ ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର । ବାରିପଦା ସହରରେ ଷ୍ଟେସନ ବଜାର ରାସ୍ତାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନର

ବିଏମ୍‌ସି କାର୍ଯ୍ୟାଳୟରେ ବଢ଼ିଲା ସୁରକ୍ଷା: କମିସନରଙ୍କ ପ୍ରତିକ୍ରିୟା, କର୍ମଚାରୀଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ବ

ବିଏମ୍‌ସି ଅଫିସରେ ବଢିଲା ସୁରକ୍ଷା । ଆଗକୁ ଏଭଳି ଘଟଣା ନଘଟେ ସେଥିପ୍ରତି ଦିଆଯିବ ଗୁରୁତ୍ବ । ଅତିରିକ୍ତ କମିସନରଙ୍କୁ ମାଡ଼ ମରା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ । ମାଡ଼ ମରା ଘଟଣାକୁ

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: ଅଧିକାରୀ କହିଲେ- ଆଇନ ମୋତେ ନ୍ୟାୟ ଦେବ

ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ଭୁବନେଶ୍ବର ମହାନଗର ନିମଗ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଏହା