Odia News Portal
Yearly Archives

2025

ସେବାୟତ ଅନଧିକୃତ ନୁହଁନ୍ତି:  ଆଇନ ମନ୍ତ୍ରୀ

ସେବାୟତ ବନ୍ଧୁଙ୍କ କିଛି କଥା ଥିଲା ।  ଆଡପମଣ୍ଡପ ବିଜେ ଦିନ ସେମାନେ କହିବାକୁ ଚାହୁଥିଲେ । ସେବାୟତଙ୍କ ସମସ୍ୟା ଉପରେ ଆଲୋଚନା ହୋଇଛି ।  ପ୍ରତି ୩ ମାସରେ ପ୍ରମୁଖ ସେବାୟତଙ୍କ ସହ ଆଲୋଚନା ହେବ ।  ଆଗକୁ ସେବକ ଗୁରୁକୂଳ, ଜମିଜମା ସମସ୍ୟା ସମାଧାନ ହେବ । ମନ୍ଦିର ସଂସ୍କାର କାଯ୍ୟକ୍ରମଗୁଡିକ

ବଢିପାଣିରେ ଭାସିଯାଇ ଜଣେ ମୃତ

ବଢିପାଣିରେ ଭାସିଯାଇ ଜଣେ ମୃତ । ମୃତକ ଜଣକ ହେଲେ ସିଂଲା ଥାନା କାଳନ୍ଦା ଗାଁର ।  ମାର୍କେଟ ଯିବା ବେଳେ ପାଣିସୁଅରେ ପଡିଯାଇ ଭାସିଗଲେ   ା ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା  ଖେଲିଯାଇଛି । ବାଲେଶ୍ୱର ଏଭଳି ପୁରିସ୍ଥିତି ଦେଖି ଲେକମାନଙ୍କ  ମନରେ ଭୟ ସୃଷ୍ଟି ହୋଇଛି ।  ନାହିଁ ନଥିବା

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଜାରି

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ,

ବାପାକୁ ହତ୍ୟା କଲା ପୁଅ

ଉନ୍ମକ୍ତ ପୁଅର ବର୍ୱର କାଣ୍ଡ । କୋଦଳା ବେଣ୍ଟରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ସାନଲାଙ୍ଗ ବାହାନ ଗ୍ରାମରେ ଘଟୁଛି ଏଭଳି ଘଟଣା । କୌଣସି କାରଣକୁ ନେଇ ପୁଅକୁ ଆକଟ କରିଥିଲେ ବାପା । ଯେଉଁଥିରେ ଉତ୍ୟକ୍ତ ହୋଇ ବାପାକୁ

ଆଉ ୫ ଦିନ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ଏବେ ଉପକୂଳବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହିଛି। ଆସନ୍ତା ୨ ଦିନରେ ଲଘୁଚାପ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦିଗରେ ଗତି କରିବ।

ଔଷଧ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ କାରଖାନାରେ ସୋମବାର ଦିନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।। ଏବେ ବି ଧ୍ୱଂସପ୍ରାପ୍ତ ସ୍ଥାନରୁ ଭଗ୍ନାବଶେଷ ସଫା କାର୍ଯ୍ୟ ଜାରି ରହିଛି।

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ବାହୁଡ଼ାଯାତ୍ରା ନେଇ କରିଛନ୍ତି ସମୀକ୍ଷା । ସେବାୟତଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ଦଳଚକଟା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ

ଯବାନଙ୍କୁ ମ୍ୟାଲେରିଆ ଚିନ୍ତା : ଶତ୍ରୁ ସହ ଲଢ଼ିବେ ନା ମଶାଙ୍କଠାରୁ ବଞ୍ଚିବେ

ଯବାନଙ୍କୁ ନାକେଦମ କଲାଣି ମ୍ୟାଲେରିଆ । ମନରେ ଦମ୍ଭ ଧରି ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ ତାଉ ଦେଖାଉଛି

ବିଏମସି ଘଟଣା; ସବୁ ଅଭିଯୋଗ ମିଛ: ରତ୍ନାକର ସାହୁ

ସବୁ ଅଭିଯୋଗକୁ ଖଣ୍ଡନ କଲେ  ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ।  ମୋ ବିରୋଧରେ ସମସ୍ତ ଅଭିଯୋଗ ଭିତ୍ତିହୀନ ।  ଏଭଳି ମିଛ କଥା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି । ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୁଣ୍ଣ ମିଛ ।  ପୋଲିସ ତା ହିସାବରେ କାମ କରୁଛି ଆଇନ ଉପରେ ଭରସା ଅଛି ।

ବିଏମସି ଘଟଣା:  ଓଏଏସ, ଓଆରଏସ ଅଫିସରଙ୍କ ସମୂହ ଛୁଟି

ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ  ୮ ଜିଲ୍ଲାର ଓଏଏସ, ଓଆରଏସ ଅଫିସର । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡା, ଦେବଗଡ ଜିଲ୍ଲା , ସୁବଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ ।  ବିଏମସି ଅଫିସରଙ୍କୁ ଆଟାକ ଘଟଣା ପ୍ରତିବାଦରେ ଛୁଟିରେ ଗଲେ । ଦୃଷ୍ଟାନ୍ତମୂଳକ